ରାତି ଅଧରେ ଆସିଲା ପରୀକ୍ଷା ଫଳ : କାହାର ବଢିଛି କାହାର କମିଛି , ମର୍ମାହତ ଛାତ୍ରୀ ପିଇଲେ ବିଷ

20

କନକ ବ୍ୟୁରୋ : ସିବିଏସ୍ଇର ମନମାନି ପାଇଁ ବଳି ପଡୁଛି ଛାତଛାତ୍ରୀଙ୍କ କ୍ୟାରିୟର । ପିଲାଙ୍କ ଭବିଷ୍ୟତ ସହ ଚାଲିଛି ସାଂଘାତିକ୍ ଖେଳ । ରାତି ଅଧିଆ ପୁନଃମୂଲ୍ୟାୟନର ନମ୍ବର ପଠାଇ ପରୀକ୍ଷାଫଳ ବିଭ୍ରାଟ୍ ସମାଧାନ କରିବା ପରିବର୍ତ୍ତେ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି ସିବିଏସ୍ଇ । ଆଉ ସିବିଏସ୍ଇର ଖାମଖିଆଲି ମନୋଭାବରେ ମର୍ମାହତ ହୋଇ-ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ।

ଦେଖନ୍ତୁ ଏହି ଭିଡିଓ –