ଯୁକ୍ତ ଦୁଇ ପରୀକ୍ଷା ଦେବାରୁ ବଂଚିତ ହେଲେ ୫୫ ଜଣ ଛାତ୍ରୀ ! ଆଡମିଟ କାର୍ଡ ନମିଳିବାରୁ କୁଟ୍ରାପାଲିର ମହିଳା କଲେଜର ଛାତ୍ରୀଙ୍କ ଭଙ୍ଗାରୁଜା

30

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ଦେବାରୁ ବଂଚିତ ହେଲେ ୫୫ ଜଣ ଛାତ୍ରୀ । ଆଡମିଟ କାର୍ଡ ନମିଳିବାରୁ ବଲାଙ୍ଗୀର କୁଟ୍ରାପାଲିର ଅମର ସହିଦ ବାରବା ଅନ୍ତ ଜାଲ ମହିଳା କଲେଜର ଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି ।ଫଳରେ ଛାତ୍ରୀମାନେ କଲେଜରେ ଭଙ୍ଗାରୁଜା କରିଛନ୍ତି । ଏନେଇ ଛାତ୍ରୀ ଓ ଅଭିଭାବକ ମାନେ ମାହାରପାଲିରେ ରାସ୍ତା ଅବରୋଧ କରିଛନ୍ତି ।