କନକ ବ୍ୟୁରୋ : ଲୋକ ଲଜ୍ଜ୍ୟା ଭୟରେ ଅଧାରୁ ପାଠ ପଢ଼ା ଛାଢ଼ିଲେ ପୀଡ଼ିତା । ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ବ୍ଲକରେ ବେଗୁନିଆ ଅଂଚଳରେ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସହ ସେହି ଗାଁର ଜଣେ ଯୁବକ ନାୟକ ଅସାଦଚରଣ କରିଥିଲା । ଘଟଣା ପରେ ପୀଡିତା ଜଣଙ୍କ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ପାଂଚ ବର୍ଷ ପରେ ବି ଏଯାଏ ପୀଡ଼ିତାକୁ ନ୍ୟାୟ ମିଳିଲାନି କି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଲୋକ ଲଜ୍ଜ୍ୟା ଭୟରେ ପୀଡ଼ିତା ଜଣଙ୍କ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ପାଠ ପଢ଼ିବାର ଇଛା ଥିଲେ ମଧ୍ୟ ସ୍କୁଲ ଯାଇପାରୁନାହିଁ ପୀଡ଼ିତା ।
ଦେଖନ୍ତୁ ଏହି ଭିଡିଓ –