ଜଗତପୁର କେନାଲରେ ବୁଡି ଗଲେ ୨ଛାତ୍ର : ମୃତ ଦେହ ଉଦ୍ଧାର କଲା ଓଡ୍ରାଫ୍ ଟିମ୍

67

vlcsnap-2016-08-28-16h59m44s617ଜଗତପୁର : ଜଗତପୁର ଅଂଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା। କେନାଲରେ ବୁଡି ୨ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। କେନାଲକୁ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ବେଳେ ବୁଡି ଯାଇଥିଲେ ଦୁଇ ଛାତ୍ର। ଉଦ୍ଧାରକାରୀ ଦଳ ସେମାନଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି ।

ନିଖୋଜ ହୋଇଥିବା ଛାତ୍ର ହେଉଛନ୍ତି ସତ୍ୟଜିତ ସାହୁ ଓ ସୁମନ ଷଡଙ୍ଗି। ଉଭୟ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡିଛି ଏବଂ ଦ ବ୍ଲେଶିଂ ଅନାଥ ଆଶ୍ରମରେ ରହୁଥିଲେ । ତେବେ କିଭଳି ପିଲା ଆଶ୍ରମ ବାହାରକୁ ଆସିଲେ ବୋଲି ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

ଦେଖନ୍ତୁ ଏହି ଭିଡିଓ –