ଲୋୟର ପିଏମଜିରେ ପୁଣି ଧସ୍ତାଧସ୍ତି ହେଲେ ଶିକ୍ଷକ-ପୁଲିସ : ୨ଶହ ଆନ୍ଦୋଳନକାରୀ ଅଟକ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଲୋୟର ପିଏମଜିରେ ପୁଣି ମୁହାଁମୁହିଁ ହେଲେ ଶିକ୍ଷକ ଓ ପୁଲିସ । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ଶିକ୍ଷକ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ପାଖାପାଖି ୨୦୦ ଶିକ୍ଷକଙ୍କୁ ପୁଲିସ ଅଟକ ରଖିଛି । ସମାନ କାମ ସମାନ ଦରମା ଦାବିରେ ଶିକ୍ଷକ ମାନେ ଆନ୍ଦୋଳନ କରୁଥିଲେ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :