ଅନଶନରେ ନେତ୍ରାନନ୍ଦ ଦଣ୍ଡସେନା

59

ରାୟଗଡା : ଅନଶନରେ ନେତ୍ରାନନ୍ଦ ଦଣ୍ଡସେନା । କୋର୍ଟଙ୍କ ରାୟ ପ୍ରତିବାଦରେ ସେ ଜେଲରେ ଧାରଣା ଦେଇଛନ୍ତି । ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ରାୟଗଡା ଜିଲ୍ଲା ଦୌରା ଜଜ୍ ଗତକାଲି ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି । କୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ହାଇକୋର୍ଟ ଯିବେ ବୋଲି ଦଣ୍ଡସେନାଙ୍କ ଝିଅ  ଗତକାଲି ଗଣମାଧ୍ୟମରେ କହିଥିଲେ  ।