ରାଜନୀତିର ପଶାପାଲିରେ ମଶାଣି ପାଲଟିଲା ଗାଁ

108

ରାଜନୀତିର ପଶାପାଲିରେ କିପରି ହସିଲା ପୂରିଲା ଗାଁ, ମଶାଣି ପଦାରେ ପରିଣତ ହୋଇଯାଏ, ତାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଥପାପାଲି ଗାଁ । ୩ ବର୍ଷ ହେବ ଲୋକ ଶୂନ୍ୟ ହୋଇପଡିଛି ବଲାଙ୍ଗୀରର ଏହି ଗାଁ । ଆଉ ଅଧା ଭଙ୍ଗା ଘର ବଖାଣୁଛି ଲୋକଙ୍କ ଦୁଃଖ  । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ : –