କେଉଁଠୁ ଆସିଲା ସୁଦର୍ଶନ ଚକ୍ର ? ଆସନ୍ତୁ ଜାଣିବା ଏହାର ରହସ୍ୟ

211

ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଥିିଲା ସୁଦର୍ଶନ ଚକ୍ର । ଏହି ସୁଦର୍ଶନ ଚକ୍ର କେଉଁଠୁ ଆସିଲା ଓ ଏହାର ଜନ୍ମଦାତା କିଏ ଆପଣ ଜାଣନ୍ତି କି?

୧. ସୁଦର୍ଶନ ଚକ୍ରରେ ୧୦୮ଟି ଦାନ୍ତ ଥାଏ । ଯହି ଏହି ଚକ୍ର କାହା ପଛରେ ଥରେ ପଠାଯାଏ ତେବେ ସେ ଅନେକ ଯୋଜନ ପର୍ଯ୍ୟନ୍ତ ଯାଇଥାଏ ।

୨. ସୁଦର୍ଶନ ଚକ୍ରକୁ କାହା ପଛରେ ଫପୋଡା ଯାଏ ନାହିଁ । ଏହା ଇଚ୍ଛାଶକ୍ତି ବଳରେ ଯାଏ । ଏହି ଚକ୍ରରେ ଅସୀମ ଶକ୍ତି ଥିବାରୁ ସବୁ ନଷ୍ଟ କରିବାର କ୍ଷମତା ରହିଛି ।

୩. ଥରେ ଯଦି ସୁଦର୍ଶନ ଚକ୍ର ଅଙ୍ଗୁଳିରୁ ବାହରିଯାଏ ତେବେ ଶତ୍ରୁର ନାଶ କରି ହିଁ ତା’ ପୂର୍ବ ସ୍ଥାନକୁୁ ଫେରେ ।

୪.ଏହା ଅଙ୍ଗୁଳିରୁ ବାହାରିବା ପରେ ବହୁତ ଜୋରରେ ଶତ୍ରୁର ପିଛା କରେ । ତେବେ ପର୍ଯ୍ୟନ୍ତ ପିଛା କରେ ଯେପର୍ଯ୍ୟନ୍ତ ଶତ୍ରୁ ଆତ୍ମସମର୍ପଣ ନକରେ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସୁଦର୍ଶନ ଚକ୍ର ସାମ୍ନାରେ ଆତ୍ମସର୍ମପଣ କରେ ଭଗବାନ ବିଷ୍ଣୁ ତାଙ୍କୁ ନିଜେ ବଞ୍ଚାଇ ଥାଆନ୍ତି ।

୫. ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଅଗ୍ନି ଦେବକାଙ୍କ ପାଖରୁ ହାସଲକ କରିଥିଲେ ଏହି ଚକ୍ର ।

୬. ଋଷି ପର୍ଶୁରାମ କୃଷ୍ଣଙ୍କୁ ଏହି ଅସ୍ତ୍ର ଚାଳନା ଶିଖାଇଥିଲେ ।

                                                      ( ସୌଜନ୍ୟ – ବୋଲ୍ଡସ୍କାଇ.କମ୍ )