ମୁଁ ତାରା,ମୁଁ ତାରକା : କୋରାପୁଟ ରାଜନୀତିର କଂଗ୍ରେସ ହେଭିୱେଟ୍ ତାରା ପ୍ରସାଦ ବାହିନୀପତିଙ୍କ ରଣହୁଙ୍କାର

21

କନକ ବ୍ୟୁରୋ : କୋରାପୁଟ ରାଜନୀତିର କଂଗ୍ରେସ ହେଭିୱେଟ୍ ତାରା ପ୍ରସାଦ ବାହିନୀପତିଙ୍କ ରଣହୁଙ୍କାର । କହିଲେ ମୁଁ ତାରା- ମୁଁ ତାରକା । ମୋ ନାଁରେ ଅଛି ଷ୍ଟାର । ତେଣୁ ବିଜେଡି, ବିଜେପିର ଷ୍ଟାର ପ୍ରଚାରକଙ୍କଠାରୁ ମୁଁ କୌଣସି ଗୁଣରେ କମ୍ ନୁହେଁ ।

ସେହିପରି ତାଙ୍କ ପତ୍ନୀଙ୍କୁ ମଧ୍ୟ ହିରୋଇନ ବୋଲି କହିଛନ୍ତି ଏହି ଭେଟେରାନ ରାଜନେତା । କଂଗ୍ରେସକୁ କାଉଂଟର କରିବାକୁ ଉଭୟ ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକଙ୍କ କୌଣସି ପ୍ରଭାବ ଭୋଟରଙ୍କ ଉପରେ ପଡିବ ନାହିଁ ବୋଲି ସେ ଦୃଢୋକ୍ତି କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –