ଷ୍ଟାର କିଡ୍ସ ଏବେ ସିଲଭର ସ୍କ୍ରିନ ମୁହାଁ

45

ସୈଫ ଅଲ୍ଲୀ ଖାନ୍ ଓ ଅମୃତା ସିଂଙ୍କ ଝିଅ ସାରା ଖାନ ଖୁବଶୀଘ୍ର ସିଲଭର ସ୍କ୍ରିନରେ ପାଦ ଦେବାକୁ ଯାଉଛନ୍ତି । “ଷ୍ଟୁଡେଟଂ ଅଫ ଦ ଇୟର’ ସିକ୍ୱେଲରେ ଟାଇଗର ଶ୍ରଫଙ୍କ ବିପକ୍ଷରେ ନାୟିକା ହେବେ ସାରା । କିଛି ଦିନ ପୂର୍ବରୁ ଟାଇଗରଙ୍କୁ ନିର୍ମାତା କରନ ଜୋହର ସାଇନ କରି ସାରିଛନ୍ତି । ରୋମାଟିଙ୍କ କାହାଣୀରେ ସାରା ଓ ଟାଇଗରଙ୍କ ବ୍ୟତିତ ଆଉ କିଛି ନୂଆ କିଡସ ଷ୍ଟାର ଅଭିନୟ କରିବା ନେଇ ବି-ଟାଉନରେ ଚର୍ଚ୍ଚା ଜୋରଧରିଛି । ଶ୍ରୀଦେବୀ ତନୟା ଜାହ୍ନବୀ କପୁର ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।