ଖଣି ଦୁର୍ନୀତିକୁ ନେଇ କଂଗ୍ରେସ୍ ନେତା ଶ୍ରୀକାନ୍ତ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ !

24

କନକ ବ୍ୟୁରୋ : ଖଣି ଦୁର୍ନୀତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିବା ସହ ଖଣି ଲୁଟେରାଙ୍କ ପଇସା ରାଜ୍ୟ ରାଜନୀତିକୁ କଳୁଷିତ କରୁଛି ବୋଲି ଅଭିଯୋଗ କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ।