ରିଓ ଅଲିମ୍ପିକ୍ସ : କ୍ୱାର୍ଟର ଫାଇନାଲରେ ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ

23

ନିରାଶ ଭିତରେ ଆଶା ସୃଷ୍ଟି କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ । ଜବରଦସ୍ତ ବିଜୟ ସହ ପୁରୁଷ ସିଙ୍ଗିଲ୍ସରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଶ୍ରୀକାନ୍ତ । ଡେନମାର୍କ ପ୍ରତିଯୋଗୀଙ୍କୁ ୨-୦ ହରାଇଛନ୍ତି ଶ୍ରାକାନ୍ତ ।