ରାଜଧାନୀରେ ବେଧଡକ ଚାଲିଛି ନକଲି ସାମଗ୍ରୀର କାରବାର ! ମହାଦେବ ନଗରରୁ ନକଲି ଜର୍ଦ୍ଦା କାରଖାନା ଠାବ

28
କନକ ବ୍ୟୁରୋ: ରାଜଧାନୀରେ ଚାଲିଛି ବେଧଡକ ନକଲି ସାମଗ୍ରୀର କାରବାର । ଭୁବନେଶ୍ୱରରେ ନକଲି ଜର୍ଦ୍ଦା କାରଖାନା ଠାବ । ଭୁବନେଶ୍ୱରରେ ମହାଦେବନଗରରୁ ଏହି କାରଖାନା ଠାବ ହୋଇଛି । ଏଥିପାଇଁ ଥିବା କଂଚାମାଲ ଓ ଉପକରଣ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ । ମହାଦେବନଗରରେ ଦୀର୍ଘଦିନ ଧରି ଏହି ନକଲି କାରଖାନା ଚାଲିଥିଲା ।