ପୁଣି କାଉଡିରେ ବୁହାହେଲା ରୋଗୀ : ପୁଅ ସାଜିଲା ଶ୍ରବଣ କୁମାର

28

ଜୟପୁର : ପୁଣି କାଉଡିରେ ବୁହାହେଲା ରୋଗୀ । ପୁଅ ସାଜିଲା ଶ୍ରବଣ କୁମାର । କାଉଡି କରି ରୋଗୀଣା ମାଆକୁ ବୋହି ଆଣିଲା ଜୟପୁର ମେଡିକାଲକୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୟପୁରର ଡୁମୁରିପଦର ଗାଁରେ ।

ଦେଖନ୍ତୁ ଏହି ଭିଡିଓ –