୧୦ମ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ରେଳ ବିଭାଗରେ ମିଳିବ ସବ ଇନସ୍ପେକ୍ଟର ଚାକିରି, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

11

RPF Railway Recruitment-2018 (ଆରପିଏଫ ରେଲୱେ ଭର୍ତି-୨୦୧୮) ପାଇଁ (Sub-Inspector) ପଦବୀ ପାଇଁ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେଉଁଥିରେ ୧୧୨୦ଟି ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆଶାୟୀ ପ୍ରାର୍ଥୀ ଏହାର ଆଧିକାରୀକ ୱେବସାଇଟ୍ ତଥା rpfonlinereg.org କୁ ଯାଇ ଆବେଦନ କରିପାରିବେ । ଯଦି ଆପଣ ବି ଏଥିପାଇଁ ଇଚ୍ଛୁକ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶାନୁସାରେ ଆବେଦନ କରିପାରିବେ ।

ବିଭାଗ:ରେଲୱେ ପ୍ରୋଟେକ୍ସନ ଫୋର୍ସ(Railway Protection Force)

ପଦବୀ : Sub-Inspector 

ପଦବୀ ସଂଖ୍ୟା: ୧୧୨୦

ଦରମା: ମାସିକ ଦରମା ୩୫,୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି

ଜାତୀୟତା: ଭାରତୀୟ

ଚାକିରି କରିବାର ସ୍ଥାନ: ଅଲ ଓଭର ଇଣ୍ଡିଆ

ଆବେଦନ କରିବାର ଶେଷ ତାରିଖ: ୩୦ ଜୁନ୍ ୨୦୧୮

ବୟସ ସୀମା : ୨୦ରୁ ୨୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା: ସମସ୍ତ ଆଶୀୟୀପ୍ରାର୍ଥୀ କୌଣସି ବି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ ହୋଇଥିବା ଆବଶ୍ୟକ ।

ଆବେଦନ ପ୍ରକ୍ରିୟା: ସମସ୍ତ ଯୋଗ୍ୟ ଆଶାୟୀପ୍ରାର୍ଥୀ ଏହାର ଆଧିକାରୀକ ୱେବସାଇଟ ତଥା rpfonlinereg.org ଜରିଆରେ ତୁରନ୍ତ ଆବେଦନ କରନ୍ତୁ ।

ଚୟନ ପ୍ରକ୍ରିୟା: ଚୟନ କିମ୍ବା ଲିଖିତ ପରୀକ୍ଷା/ସାକ୍ଷାତକାର/ଶାରିରୀକ ପରୀକ୍ଷା ଆଧାରରେ ନିର୍ଭର କରିବ ।

ଆବେଦନ ଶୁଳ୍କ : ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀ କିଛି ଶୁଳ୍କ ଦେବାକୁ ପଡିବ । ଯାହା ସଂପର୍କରେ ଏହାର ଆଧିକାରୀକ ୱେବସାଇଟକୁ ଯାଇ ସୂଚନା ପାଇପାରିବେ ।

Comments are closed.