ମାତ୍ର ୪୯ ଟଙ୍କାରେ କିଣନ୍ତୁ ଯେକୌଣସି ଜିନିଷ ! ଏହି ଅନଲାଇନ୍ ସାଇଟ୍ ଦେଉଛି ବଡ଼ ଅଫର

29

ଅଧିକାଂଶ ସମୟରେ ବିଭିନ୍ନ ଅନଲାଇନ୍ ଇ-କମର୍ସ ସାଇଟରେ ବିଭିନ୍ନ ପ୍ରକାରର ଅଫରମାନ ଦେଖିବାକୁ ମିଳିଥାଏ । କିନ୍ତୁ ଆଜିଆମେ ଆପଣଙ୍କୁ ଏକ ଏଭଳି ଅଫର୍ ବିଷୟରେ ଜଣାଇବୁ ଯାହା ସଂପର୍କରେ ଆପଣ ପୂର୍ବରୁ କେବେ ଶୁଣିନଥିବେ ଏବଂ ଅନ୍ୟ କଂପାନୀମାନଙ୍କ ଅଫରକୁ ଛାଡି ଆପଣ ‘ସପକ୍ଲୁଜ୍ ଡଟ୍ କମ୍’ ସାଇଟକୁ ହିଁ ଅଧିକ ପସନ୍ଦ କରିପାରିନ୍ତି । ତେବେ ଆସନ୍ତୁ ଜାଣିବା ।

କଣ ରହିଛି ଏହି ଅଫରରେ

ଏଠାରେ ଆମେ କହି ରଖୁଛୁ କି, ସପକ୍ଲୁଜ୍ ୱେବସାଇଟରେ ମାତ୍ର ୪୯ ଟଙ୍କାରେ ବିଭିନ୍ନ ବୈଦ୍ୟୁତିକ ଉପକରଣମାନ ବିକ୍ରୀ କରାଯାଉଛି । ତେବେ ଏବେ ଆପଣ ଭାବୁଥିବେ ଏହା କୌଣସି ନୁଆ କଥା ନୁହେଁ କାରଣ ଏମିତି ଅନେକ ୱେବସାଇଟ୍ ରହିଛି ଯେଉଁଥିରେ କି ଲୋକଙ୍କୁ ଏଭଳି ଅଫରର ପ୍ରଲୋଭନ ଦେଖା ଯାଇଥାଏ । କିନ୍ତୁ ସେମାନଙ୍କର ସିପିଂ ଚାର୍ଜେସ ବହୁତ ଅଧିକ ହୋଇଥାଏ । ଏହି ୱେବସାଇଟରେ କିନ୍ତୁ ଏଭଳି ବିଡମ୍ବନା ନାହିଁ । କାରଣ, ଏଥିରେ ଆପଣଙ୍କୁ ମାତ୍ର ୧ ଟଙ୍କା ସିପିଂ ଚାର୍ଜେସ୍ ଦେବାରୁ ପଡିବ ।

ବିତରଣ ସମୟ

ସପକ୍ଲୁଜରେ ଅର୍ଡର ବୁକ୍ କରିବାର ୭ରୁ ୮ ଦିନ ମଧ୍ୟରେ ହିଁ ପ୍ରଡକ୍ଟ ଡେଲିଭରି କରାଯାଇଥାଏ । ତେବେ ଏଥିପାଇଁ କଷ୍ଟମର୍ସ କୌଣସି ବି ବ୍ୟାଙ୍କର କ୍ରେଡିଟ୍ , ଡେଭିଟ୍ କାର୍ଡ ଏବଂ ନେଟ୍ ବ୍ୟାଙ୍କିଂ ଜରିଆରେ ପେମେଂଟ କରିପାରିବେ ।

କେଉଁ ପ୍ରଡକ୍ଟ ଉପରେ ରହିଛି ଅଫର

ସପକ୍ଲୁଜରେ ଫିଟନେସ୍ ସପ୍ଲିମେଂଟସ୍ ଉପରେ ୪୦ ପ୍ରତିଶତ ଯାଏଁ ଅଫର ରହିଛି । ସେହିପରି ସାର୍ଟ, ଶାଢୀ, ଫର୍ମାଲ୍ ଡ୍ରେସ୍ ଓ ଜୋତା ଆଦିରେ ରହିଛି ଫ୍ଲାଟ୍  ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ।

ଏହାସହ ମଧ୍ୟ ପଢନ୍ତୁ- ଆଧାର ବିନା ଏବେ ସବୁ ଅଧା ! କାରଣ, ୧ ଜୁଲାଇଠାରୁ ଆପଣ କରିପାରିବେ ନାହିିଁ ଏହି ୮ଟି କାମ