ଏସବିଆଇରେ ଖାଲି ରହିଛି ୫୦୦ରୁ ଅଧିକ ସ୍ଥାନ ! ତୁରନ୍ତ କରନ୍ତୁ ଆବେଦନ

23

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରେ ଅନେକ ପଦରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି କରାଯାଇଛି । ତେବେ ଏଥିପାଇଁ ଜାରି କରାଯାଇଥିବା ବିଜ୍ଞାପନରେ ଦର୍ଶାଯାଇଥିବା ସୂଚନାଗୁଡିକ ହେଲା-

ପଦବୀର ବିବରଣୀ : ସ୍ପେସଲ ମ୍ୟାନେଜମେଂଟ ଏକଜ୍ୟୁକୁଟିଭ୍-ଆଇଆଇ ଏବଂ ଏକଜ୍ୟୁକୁଟିଭ୍-ଟ୍ରିପଲ୍ ଆଇ ।

ପଦବୀ ସଂଖ୍ୟା : ୫୫୪

ବୟସ ସୀମା: ୨୫ରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ

ଶିକ୍ଷାଗତ ଯୋଗ୍ୟତା: କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ସିଏ,ଆଇସିଡବ୍ଲୁଏ,ଏସିଏସ୍ ଏବଂ ଏମବିଏ ପାଇନାସ୍ ପାସ୍ କରିଥିବା ଭଳି ସମକକ୍ଷ ଯୋଗ୍ୟତା

ଶେଷ ଅବଧୀ: ୧୮ ମଇ,୨୦୧୭

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ବର୍ଗର ଆଶାୟୀଙ୍କ ପାଇଁ ରହିଛି ମାତ୍ର ୬୦୦ ଟଙ୍କା । ସେହିପରି ପଛୁଆ ତଥା ଅନ୍ୟବର୍ଗର ଆଶାୟୀଙ୍କ ପାଇଁ ଏହାର ଆବେଦନ ଶୁଳ୍ପ ମାତ୍ର ୧୦୦ ଟଙ୍କା ରହିଛି ।

କିପରି କରିବେ ଆବେଦନ : ଆବେଦନ କରିବା ପାଇଁ ଇଚ୍ଛୁକ ଆଶାୟୀମାନେ ସମ୍ବର୍ନ୍ଧିତ ୱେବସାଇଟ୍ ତଥା ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏସବିଆଇ ଡଟ୍ କୋ ଡଟ୍ ଇନକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।

ବିଶେଷ ଘୋଷଣା: ଆଶାୟୀଙ୍କୁ ଅନୁରୋଧ କି ଅନଲାଇନ୍ ଆବେଦନ କରିସାରିବା ପରେ ଉକ୍ତ ଆବେଦନ ପତ୍ରର ଏକ ନକଲୀ ବାହାର କରି ନିଜ ପାଖରେ ନିଶ୍ଚୟ ରଖନ୍ତୁ ।