ସ୍ପର୍ଶଆର୍ଟର ବେତାଜ୍ ରାଣୀ : ଅନ୍ଧପୁଟୁଳି ବାନ୍ଧି ତିଆରି କରୁଛନ୍ତି ଗଣେଶ

112

3L-2014-10ଆଖିରେ ନ ଦେଖି ବି ଚେତନାରେ ଦେଖିଛନ୍ତି ସେହି ଠାକୁରଙ୍କୁ । ହୃଦୟର ଅନୁଭବରେ ସେ ଗଢିଛନ୍ତି ପାଖାପାଖି ୪ ଲକ୍ଷ ଗଣେଶଙ୍କର ପ୍ରତିମା । ନିଜ କଳ୍ପନାରେ ସେ କମାଇଛନ୍ତି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ।

ମୁମ୍ବାଇର ରାମା । କିଭଳି ନ ଦେଖି ବି ନିଜ ସ୍ପର୍ଶ ଦ୍ୱାରା ଗଢିଛନ୍ତି ଲକ୍ଷ ଲକ୍ଷ ମୂର୍ତି । ତାହା ଆଜି ସମସ୍ତଙ୍କୁ କରିଛି ତାଜୁବ୍।