ବିଏମଡବ୍ଲୁ ଗାଡିଠୁ ବି ମହଙ୍ଗା ଘୋଡା

162

special report-horse price is higher than luxurious carଦାମି ଗାଡିଠୁ ବି ମହଙ୍ଗା ଘୋଡା। ମାରବାଡି ଜାତିର ଏହି ଘୋଡାକୁ ରାଜସ୍ଥାନର ଜଣେ ବ୍ୟବସାୟୀ ୧ କୋଟି ୧୧ ଲକ୍ଷ ଟଙ୍କା କିଣିଛନ୍ତି । ପ୍ରଭାତ ନାମକ ଏହି ଘୋଡା ଏବେ ଚର୍ଚାରେ। ଏହାର ବୟସ ୧୧ ବର୍ଷ।

ପ୍ରଭାତ ପାଖରେ ଏକ ଭଲ ଘୋଡାର ସମସ୍ତ ଗୁଣ ରହିଛି ଏବଂ ଏହି ଘୋଡା ଭାରତୀୟ ପ୍ରଜାତିର ଘୋଡାଙ୍କ ନାଁକୁ ବିଶ୍ୱଦରବାରରେ ପରିଚିତ କରାଇବ ବୋଲି ସେ ଆଶା ରଖିଛନ୍ତି। ପୂର୍ବରୁ ଏହି ବ୍ୟବସାୟୀଙ୍କ ପାଖରେ ଦୁଇଟି ମାଈ ଘୋଡା ରହିଛନ୍ତି।

1ଅନ୍ୟପଟେ ଏମାନଙ୍କ ଔରସରୁ ଜନ୍ମ ହେବା ଛୁଆଙ୍କ ଦ୍ୱାରା ସେ ଏହି ପ୍ରଜାତି ଘୋଡାର ମାନ ବଢାଇବେ ବୋଲି ବିଶ୍ୱାସ ରଖିଛନ୍ତି ବ୍ୟବସାୟୀ ଜଣକ। ଏପରିକି ଘୋଡାଙ୍କ ପ୍ରଶିକ୍ଷଣ ପାଇଁ ବିଦେଶରୁ ପ୍ରଶିକ୍ଷକ ଆଣି ରଖିଛନ୍ତି।