କଂଗ୍ରେସ ଉପାଧ୍ୟକ୍ଷଙ୍କ ଫଟୋ ହେଲା ଭାଇରାଲ । ସେ ପୁଣି କିଛି ବନ୍ଧୁମାନଙ୍କ ସହିତ । ମାତ୍ର ମାମଲାଟି ସାମାନ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ତାହା ନୁହେଁ । କାରଣ ମିଳିଥିବା ସୂଚନାରୁ ଯାହା ଜଣା ପଡିଛି, ରାହୁଲ ଯେଉଁ ବନ୍ଧୁମାନଙ୍କ ସହ ନଜର ଆସିଛନ୍ତି ସେମାନେ ସମସ୍ତେ ହେଉଛନ୍ତି ଇଟାଲିୟନ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏବେ ପ୍ରଶ୍ନ ଉଠୁଛି ରାହୁଲ କିଛି ନୂଆ ଖେଳ ଖେଳୁ ନାହାଁନ୍ତି ତ ? କାରଣ ରାହୁଲ ଗାନ୍ଧିଙ୍କ ପ୍ରତିଟି କାର୍ଯ୍ୟରେ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇଯାଏ । ତେବେ ଏହି ଫଟୋଗୁଡିକୁ ପୂର୍ବତନ କଂଗ୍ରେସ ନେତା ତଥା ବର୍ଖା ସୁକଲା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯିଏ କି ନିକଟରେ ବିଜେପିରେ ସାମିଲ ହୋଇଛନ୍ତି ।