ଅର୍ଥାଭାବରୁ ପେପର ବିକୁଛନ୍ତି ଜାତୀୟ ସ୍ତରର ରେସଲର୍ : ସ୍ୱପ୍ନ ପୂରଣ ପାଇଁ ଯୋଗାଡ କରୁଛନ୍ତି ଅର୍ଥ

54

କନକ ବ୍ୟୁରୋ : ପୁଅଙ୍କ ତୁଳନାରେ ଝିଅ ବି କିଛି କମ୍ ନୁହେ । ନିଜର ଧୈର୍ଯ୍ୟ ଓ ସାହସ ଓ ଇଛା ବଳରେ ସିଏବି କିଛି କରିପାରେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ୱରର ଝିଅ ଅନ୍ନପୁର୍ଣ୍ଣା । ପାଠପଢା ସହ ସେ ରେସଲିଂରେ ଜଣେ ଜାତୀୟ ସ୍ତରର ଖେଳାଳି । କିନ୍ତୁ ଅର୍ଥ ଅଭାବରୁ ଏବେ ବାଲେଶ୍ୱର ଷ୍ଟେସନରେ ଖବରକାଗଜ ବିକ୍ରି କରୁଛନ୍ତି । ଏହି ଅର୍ଥରେ ନିଜର ସ୍ୱପ୍ନକୁ ବାସ୍ତବ ରୁପ ଦେବାକୁ ଚେଷ୍ଟା କରୁଛନ୍ତି ।

ଦେଖନ୍ତୁ ଏହି ରିପୋର୍ଟ –