ଟିଭି ଆଙ୍କରଙ୍କ ଗୋଡକୁ ଚାହିଁ କଣ ଦେଖୁଥିଲେ ବିରାଟ ? ସୋସିଆଲ ମିଡିଆରେ ଫଟୋ ଭାଇରାଲ

42

ଅନେକ ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କିଛି କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ଏବେ ସୋସିଆଲ ମିଡିଆରେ ବିରାଟଙ୍କର ଏକ ଫଟୋ ଖୁବ୍ ଭାଇରାଲ ସାଜିଛି । ଏହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏଥିରେ ବିରାଟ ଆଇପିଏଲ୍ ଆଙ୍କର ପିନ୍ଧିଥିବା ଫଟା ଜିନ୍ସକୁ ଦେଖୁଥିବାର ନଜର ଆସୁଛି ।

ଏକଥାକୁ ନେଇ ଯେତେବେଳେ ଚର୍ଚ୍ଚା ଆରମ୍ଭ ହେଲା , ଜଣା ପଡିଲା ଏହାର ସତ କଣ ? ଟିଭି ଆଙ୍କର ଅର୍ଚ୍ଚନା ବିଜୟ ନିକଟରେ ଆରସିବିର ଅଧିନାୟକ ବିରାଟଙ୍କର ଏକ ସାକ୍ଷାତକାର ନେଉଥିଲେ । ଏହି ସମୟରେ ଉଠାଯାଇଥିବା ଫଟୋ ସୋସିଆଲ ମିଡିଆରେ ସାଜିଛି ଭାଇରାଲ । ଫଟୋରେ ଏମିତି ଲାଗୁଛି କି ବିରାଟ ଅର୍ଚ୍ଚନାଙ୍କ ଫଟା ଜିନ୍ସକୁ ଦେଖୁଥିଲେ ।

କିନ୍ତୁ ଆଙ୍କର ଅର୍ଚ୍ଚନା କହିଥିଲେ,ଲୋକମାନେ ଭୁଲ ଭାବୁଛନ୍ତି । ବିରାଟ ମୋ ଜିନ୍ସକୁ ନୁହେଁ , କ୍ୟୁ କାର୍ଡକୁ ଦେଖୁଥିଲେ ।
ଦେଖନ୍ତୁ ଏହି ଭାଇରାଲ ଫଟୋ –

ଏହା ସହ ମଧ୍ୟ ପଢନ୍ତୁ – ତଲାକର ତତଲା ନିଆଁରେ ମହିଳା ! ୧୨ବର୍ଷରେ ସାଜିଛନ୍ତି ୪ଟି ପୁରୁଷର ସ୍ତ୍ରୀ