ଏମିତି ଏକ ଅଜବ ଗାଁ : ଏଠାରେ ପ୍ରତି ଘରେ ଜନ୍ମ ହେଉଛନ୍ତି ଯାଆଁଳା ପିଲା !

30

chinaଚୀନ : ଯାଆଁଳା ପିଲାଙ୍କୁ ଦେଖିବାକୁ ଖୁବ୍ ଖୁସି ଲାଗେ । ସେମାନେ ସବୁବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି । ଏମାନଙ୍କର ଚେହେରା ଓ ଶରୀରର ଆକୃତିରେ ଥାଏ ଏକ ନିଆରପଣ । ଏବଂ ଭଗବାନଙ୍କର ଏ ଭିନ୍ନ ଏକ ବ୍ୟତିକ୍ରମକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।

ଆପଣ ଆଖପାଖରେ ଏମିତି ଯାଆଁଳା ପିଲା ଦେଖିଥିବେ । ହେଲେ ଏକାବେଳେ ଗୋଟିଏ ସ୍ଥାନରେ ଅନେକ ଯାଆଁଳା ଶିଶୁ ଜନ୍ମ ହେବାର କେବେ ଦେଖିନଥିବେ । ହେଲେ ଏମିତି ଏକ ସ୍ଥାନ ଅଛି ଚୀନରେ ଯେଉଁଠି ଖାଲି ଯାଆଁଳା ପିଲା ହିଁ ଜନ୍ମ ହେଉଛନ୍ତି ।

ଚୀନର ଚୋଙ୍ଗିଙ୍ଗରେ ଜିୟାଜିଙ୍ଗ ଅଂଚଳରେ ରହିଛି ଏମିତି ଏକ ଅଜବ ଗାଁ । ଏଠାରେ ପ୍ରତି ଘରେ ଯାଆଁଳା ପିଲା ଜନ୍ମ ହୋଇଛନ୍ତି । ଏହି ଗାଁର ୩୬୭ ଘରେ ୩୯ ଯୋଡା ଯାଆଁଳା ପିଲା । ଏଠାରେ ଏହି ଶିଶୁଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।

ଏହାସହ ମଧ୍ୟ ପଢନ୍ତୁ – ଅଜବ ପରମ୍ପରା : ମୃତକର ମାଂସ ବାଣ୍ଟି ନିଅନ୍ତି ଏ ଲୋକେ