ଆପଣ ଆର୍ଥିକ ଚିନ୍ତାରେ ଅଛନ୍ତି କି ? ରବିବାର ଦିନ କରନ୍ତୁ ଏହି ପ୍ରୟାସ, ସୁଧୁରିଯିବ ସମସ୍ୟା

106

ଯଦି ଆପଣ ସବୁବେଳେ ଆର୍ଥିକ ଚିନ୍ତାରେ ରହୁଛନ୍ତି । ଏଥିପାଇଁ ଅନେକ ପ୍ରୟାସ କଲା ପରେ ବି ହାତରେ ଟଙ୍କା କିଛି ରହୁନି । ତାହେଲେ ଆପଣଙ୍କ ପାଇଁ ଅଛି ଏକ ଉପାୟ । ଯଦି ରବିବାର ଦିନ କୁହାଯାଇଥିବା କିଛି ଉପାୟକୁ ଆପଣେଇ କାର୍ଯ୍ୟ କରିବେ ତ ଧନ ଓ ସମ୍ମାନ ଏକାଥରେ ପାଇପାରିବେ ।

ଜାଣନ୍ତୁ ଏହି ଉପାୟ –

୧ – ପ୍ରତି ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ପୂର୍ବକ ପୂଜା କଲେ , ଧନଧାନ୍ୟ ଓ ସୁଖ ସମୃଦ୍ଧି ମିଳିଥାଏ ।

୨ – ରବିବାର ରାତିରେ ଶୋଇବା ସମୟରେ ଏକ ଗ୍ଲାସ ଦୁଗ୍ଧ ଭରି ନିଜର ମୁଣ୍ଡ ପାଖରେ ରଖି ଶୋଇଯା’ନ୍ତୁ । ସାବଧାନ , ଯେମିତି ନିଦରେ ଦୁଗ୍ଧ ଗ୍ଲାସକୁ ଢାଳି ନଦିଅନ୍ତି ।

୩- ସକାଳେ ଉଠି ସ୍ନାନ ପରେ ଏହି ଦୁଗ୍ଧକୁ ନେଇ କୈାଣସି ବବୁଲ ଗଛର ମୂଳରେ ଢାଳି ଦିଅନ୍ତୁ ।

ପ୍ରତି ରବିବାର ଏମିତି କରନ୍ତୁ । ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣ ଏକାବେଳେକେ ଯଶ ,ମାନ ଓ ଅର୍ଥର ଅଧିକାରୀ ହୋଇପାରିବେ । ( ବିଶେଷ – କନକ ନ୍ୟୁଜ କୈାଣସି ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦିଏ ନାହିଁ )

( ସୈାଜନ୍ୟ : ଆଜତକ୍ )