ବାଳି ଅଙ୍ଗଦଙ୍କୁ କହିଥିଲେ ୩ଟି ମହତ କଥା ! ଜୀବନରେ ପ୍ରୟୋଗ କଲେ ସମସ୍ୟା ଯିବ ହଟି

351

ବାଲ୍ମିକ ରାମାୟଣରେ ଏକ ରୋଚକ କାହାଣୀର ଉଲ୍ଲେଖ ଅଛି । ଏ କାହାଣୀ , ବର୍ତ୍ତମାନ ସମୟରେ ଏକ ନୀତି ଶିକ୍ଷା ଅଟେ । ଯେତେବେଳେ ପ୍ରଭୁ ଶ୍ରୀରାମ ବାଳିଙ୍କୁ ମାରିଥିଲେ, ସେ ତୁରନ୍ତ ମାରିନଥିଲେ । କିଛି ସମୟ ବଂଚିଥିଲେ । ସେ ନିଜ ପୁଅ ଅଙ୍ଗଦଙ୍କୁ ଡାକି କିଛି ମହତ କଥା କହିଥିଲେ । ସେହି ପ୍ରେରଣା ଦାୟକ କଥାକୁ ଜାଣନ୍ତୁ ଓ ନିଜ ଜୀବନରେ ବ୍ୟବାହର କରନ୍ତୁ ।

୧ – ସବୁବେଳେ ଯେଉଁ ଦେଶରେ ରହୁଛ ସେଠାର ପରିସ୍ଥିତିକୁ ଦେଖି କାର୍ଯ୍ୟ କର ।

୨ – କାହା ସହ କେମିତି ,କିଭଳି ବ୍ୟବହାର କରିବ ଏହାର ନିର୍ଣ୍ଣୟ ନିଜର ବିବେକର ଆଧାରରେ କର ।

୩ – ପସନ୍ଦ-ନାପସନ୍ଦ , ସୁଖ-ଦୁଃଖରେ ଧୈର୍ଯ୍ୟ ରଖିବା ଉଚିତ୍ ଏବଂ ଜୀବନରେ ଲୋକଙ୍କ ପ୍ରତି କ୍ଷମାର ଭାବ ସର୍ବଦା ରଖିବା ଉଚିତ୍ ।

ଯଦି ବର୍ତ୍ତମାନ ସମୟରେ କେହି ବି ବ୍ୟକ୍ତି ବାଳି ଦ୍ୱାରା ଅଙ୍ଗଦଙ୍କୁ କୁହାଯାଇଥିବା ଏହି ତିନି କଥା ନିଜ ଜୀବନରେ ଲଗାଇବ ତ ସେ ଜୀବନରେ କେବେ ବି ସମସ୍ୟାରେ ପଡିବେ ନାହିଁ ।

ଏହାସହ ମଧ୍ୟ ପଢନ୍ତୁ – ଇତିହାସରେ ଫିଲ୍ମ ପଛର କଥା : ବାହୁବଳୀ ନୁହେଁ ସହସ୍ରବାହୁ ଥିଲେ ‘ମହିଷ୍ମତି’ର ରାଜା