ଆପଣ ଲକ୍ଷପତି ବନିବାକୁ ଚାହୁଁଛନ୍ତି କି? ୨ଟଙ୍କା ମୂଲ୍ୟର ମୁଦ୍ରା ଆପଣକୁ କରିପାରେ ରାତାରାତି ଧନୀ ! ଜାଣନ୍ତୁ ଏହାର ପ୍ରକ୍ରିୟା

83

 ଆଜିକାଲି ଦୁନିଆ ବହୁତ ପରିବର୍ତ୍ତନ ହୋଇଗଲାଣି । ସମସ୍ତେ ଚାହୁଁଛନ୍ତି ପାଖରେ ପ୍ରଚୁର ଟଙ୍କା । ସୁଖ ସୌଖୀନର ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି । ରାତା ରାତି କେମିତି କୋଟିପତି ପାଲଟିବେ ସେହି ସ୍ୱପ୍ନ ଦେଖୁଛନ୍ତି ଅନେକ । ଆଉ ଏହି ଆଶା ଯଦି ଆପଣ ବି ରଖିଥାନ୍ତି , ତାହା ଚାହିଁଲେ ପୁରା କରିପାରିବେ । ଆଉ ବନିପାରିବେ ଲକ୍ଷପତି ।

ମହଙ୍ଗା ଯୁଗରେ ଆଜି ୧୦୦ଟଙ୍କାର ମୂଲ୍ୟ କିଛି ନୁହେଁ । କିନ୍ତୁ ଆପଣଙ୍କ ପାଖରେ ଯଦି ୨ଟଙ୍କା ଅଛି , ଏହା ଆପଣଙ୍କୁ ଧନୀ କରିପାରେ । ଏହା ନିଶ୍ଚୟ ଆପଣଙ୍କୁ ଅଡୁଆ ଲାଗୁଥିବ । ଯେଉଁଠି ୧୦୦ ଟଙ୍କାର ମୂଲ୍ୟ କିଛି ନୁହେଁ , ସେଠାରେ ୨ଟଙ୍କା କେମିତି କରିସ୍ମା ଦେଖେଇବ । ହଁ ଏହା ସତ କଥା  , ୧୯୮୦ ଦଶକର ମୁଦ୍ରାର ଆଜି ବହୁତ ଡିମାଣ୍ଡ । ଏହା ଦ୍ୱାରା ଆପଣ ଲକ୍ଷପତି ପାଲଟି୍ିବେ ।

ହାଇଦ୍ରାବାଦରେ ଏକ ପୁରୁଣା ୨ଟଙ୍କିଆ ମୁଦ୍ରାର ନିଲାମ ହେଉଥିଲା । ଏହାକୁ ୩ ଲକ୍ଷ ଟଙ୍କାରେ କିଣାଯାଇଥିଲା । ହାଇଦ୍ରାବାଦ ଆର୍ଟ ଗ୍ୟାଲେରୀରୁ ବାହାରି ଥିବା ଏହି ନିଲାମୀରେ ଜଣେ ବ୍ୟକ୍ତି ରାତାରାତି ଧନୀ ପାଲଟିଯାଇଥିଲେ । ଏହାର ପ୍ରକୃତ କଥା ଏୟା ଥିଲା କି ଏଥିରେ ଏକ ଡାଇମଣ୍ଡର ଚିହ୍ନ ଥିଲା । ମୁମ୍ବାଇର ଟଳସାଲୋର ମୁଦ୍ରା ଦେଶରେ ଏହି ଚିହ୍ନ ଯୋଗୁଁ ବହୁତ ଲୋକପ୍ରିୟ ଅଟେ ।

ଯଦି ଆପଣଙ୍କ ପାଖରେ ଏମିତି ଚିହ୍ନ ଥିବା ମୁଦ୍ରା ଥାଏ ତ ତୁରନ୍ତ ଆପଣଙ୍କୁ ଗ୍ରାହକ ମିଳିଯିବେ । ଯିଏ ଏହି ମୁଦ୍ରାକୁ ବଡ ରକମର ଅର୍ଥ ଦେଇ କିଣିପାରିବେ । ଅନଲାଇନରେ ମଧ୍ୟ ଏହି ମୁଦ୍ରାର ନିଲାମୀ କରାଯାଉଛି ।
(ସୌଜନ୍ୟ- ଗଜବ ପୋଷ୍ଟ)