କୁମ୍ଭକର୍ଣ୍ଣ ନିଦରେ ଯୁବତୀ : ଥରେ ଶୋଇଲେ ୬ ମାସ ପରେ ଉଠିଥା’ନ୍ତି ନିଦରୁ

83

beth-goodier-sleeping-beauty-1480437408ରାମାୟଣରେ କୁମ୍ଭକର୍ଣ୍ଣଙ୍କ କଥା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ମଧ୍ୟ ସେମିତି ଜଣେ ଯୁବତୀ କୁମ୍ଭକର୍ଣ୍ଣ ନିଦରେ ଶୋଉଛନ୍ତି । ତାଙ୍କର ନିଦ ଏତେ ଦୀର୍ଘ ଯେ ଥରେ ଶୋଇଲେ ୬ ମାସ ପରେ ଉଠିଥା’ନ୍ତି ନିଦରୁ ।

3aba458600000578-3980288-beyond_sleeping_for_up_to_22_hours_a_day_the_difference_with_oth-m-142_1480384926971୨୨ବର୍ଷୀୟ ବେଥ୍ ଗୁଡିୟର ସବୁବେଳେ ଶୋଇରୁହନ୍ତି । ଏହି ସମୟରେ ତାଙ୍କୁ ଯେତେ ନିଦରୁ ଉଠାଇବାକୁ ଚେଷ୍ଟା କଲେବି ସେ ଉଠିନଥା’ନ୍ତି । ପ୍ରକୃତରେ ଏହା ବେଥଙ୍କର କୈାଣସି ଜନ୍ମ ଗତ ଅଭ୍ୟାସ ନୁହେଁ । ଏହା ହେଉଛି କ୍ଲେଇନ-ଲେଭିନ୍ ସିଣ୍ଡ୍ରୋମ୍ ନାମକ ଏକ ରୋଗର ସମସ୍ୟା । ଏହି ରୋଗରେ ଶିକାର ଲୋକ ପୁରା ଦିନ ଓ ମାସ ଯାଏ ସେମିତି ନିଘୋଡ ନିଦରେ ଶୋଇଥାଏ ।

ଆଉ ବେଥଙ୍କ କ୍ଷେତ୍ରରେ ଏହା ହିଁ ଘଟିଛି । ସେ ଖାଲି ଶୋଇରହୁଛନ୍ତି । ବେଥଙ୍କର ଏହି କୁମ୍ଭକର୍ଣ୍ଣ ନିଦକୁ ନେଇ ଚାରିଆଡେ ଚର୍ଚ୍ଚା ।

ଏହାସହ ଦେଖନ୍ତୁ ଏହି ଭିଡିଓ –