ମହିଳାଙ୍କ ଅଜବ ନିଶା : ୧ଲକ୍ଷ ପୁରୁଷଙ୍କ ସହ ରଖିବେ ଶାରୀରିକ ସମ୍ବନ୍ଧ

36

33ଦୁନିଆରେ ବିଭିନ୍ନ ପ୍ରକାରର ଲୋକଙ୍କ ଭିନ୍ନ ଭିନ୍ନ ବେଶଭୂଷା ଓ ଚଳନୀ । ଏବଂ ଅଜବ ଇଚ୍ଛା ଓ ନିଶା ମଧ୍ୟ । ଏମିତି କିଛି ସ୍ୱତନ୍ତ୍ର ଇଚ୍ଛା ରଖିଛନ୍ତି ପୋଲାଣ୍ଡର ଏନିଆ । ଏହି ମହିଳାଙ୍କ ଲକ୍ଷ୍ୟ ୧ଲକ୍ଷ ପୁରୁଷଙ୍କ ସହ ରଖିବେ ଯୌନ ସମ୍ବନ୍ଧ ।

ପୋଲାଣ୍ଡରେ ରହୁଥିବା ୨୧ବର୍ଷୀୟ ଏନିଆଙ୍କ ଇଚ୍ଛା ଅଜବ ଧରଣର । ଦେଖାଯାଏ ଲୋକେ ଧନୀ ହେବା ପାଇଁ କିମ୍ବା ଜୀବନରେ ଅନ୍ୟ କିଛି ଲକ୍ଷ୍ୟ ହାସଲ ପାଇଁ ପରିଶ୍ରମ କରିଥାନ୍ତି । କିନ୍ତୁ ଏନିଆଙ୍କର ଏହି ଭିନ୍ନ ଧରଣର ଲକ୍ଷ୍ୟ ଏବେ ଚର୍ଚ୍ଚାରେ । ୧ଲକ୍ଷ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ରଖିଛନ୍ତି ଟାଗେର୍ଟ । ଆଉ ଏନିଆ ତାଙ୍କର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଏକ ତରିକା ଆପଣେଇଛନ୍ତି । ବିଶ୍ୱର ଅଲଗା ଅଲଗା ଦେଶକୁ ଯାଇ ସେଠାର ପୁରୁଷଙ୍କ ସହ ରଖିବେ ସମ୍ବନ୍ଧ ।

ଏକ ୱେବସାଇଟରେ ପ୍ରକାଶିତ ସୂଚନା ଅନୁସାରେ ଏନିଆଙ୍କୁ ଏହି କାମ କରିବା ପାଇଁ ଆନନ୍ଦ ଲାଗିଥାଏ । ଏନିଆ ଜଣେ ପୁରୁଷଙ୍କ ସହ ୨୦ ମିନିଟ ଯାଏ ଶାରୀରିକ ସମ୍ବନ୍ଧ ରଖିଥାନ୍ତି । ଏହି କାମ ହାସଲ ପାଇଁ ସେ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି । ଲୋକେ ଲାଇକ କରିବା ପାଇଁ ଫେସବୁକରେ ନିଜର ଏକ ପେଜ ମଧ୍ୟ ଖୋଲିଛନ୍ତି ଏନିଆ । ଯାହାକୁ ହଜାରରୁ ଅଧିକ ଲୋକେ ଲାଇକ କରିଛନ୍ତି ।