ଆଦିବାସୀଙ୍କ ନିଆରା ଘରବଇଦ ପିତା ଲାଉଡଙ୍କି ଫଳ : ଦେଖନ୍ତୁ ଏହି ରିପୋର୍ଟ

127

କନକ ବ୍ୟୁରୋ : ଆବହମାନ କାଳରୁ ଆଦିବାସୀଙ୍କ ନିଆରା ପରମ୍ପରା ଏବଂ ଜୀବନ ଜୀବିକା ଏହି ଜନଜାତିକୁ କରିଛି ଚର୍ଚ୍ଚିତ । କନ୍ଧମାଳର କୁଟିଆ କନ୍ଧ ହେଉ ବା ଅନ୍ୟ ଆଦିବାସୀ ପ୍ରାଚୀନ ସମୟରୁ ନିଜ ପୂଜାପାଠ ଓ ଖାଦ୍ୟ ପରଷିବାରେ ପିତା ଲାଉଡଙ୍କି ନାମକ ଗଛର ଫଳକୁ ବ୍ୟବହାର କରିଥାନ୍ତି । ଘର ବଇଦ ଭାବରେ ଏହି ପିତା ଲାଉଡଙ୍କିକୁ ଆଦିବାସୀମାନେ ବ୍ୟବହାର କରୁଥିବାବେଳେ ଧିରେ ଧିରେ କିନ୍ତୁ ଏହି ଗଛ ସଂଖ୍ୟା କମିବାରେ ଲାଗିଛି । ଦେଖନ୍ତୁ ଏହି ରିପୋର୍ଟ –