ନିଜ ମା’ର ପିଲାକୁ ଜନ୍ମ ଦେବେ ଝିଅ ! ଝିଅ ଶରୀରରେ ଲାଗିଲା ମା’ର ଗର୍ଭାଶୟ

45

_85ada990-3bfa-11e7-8e2c-04c6be70fea0ମହାରାଷ୍ଟ୍ର : ପୁନେ ( ମହାରାଷ୍ଟ୍ର)ରେ ଘଟିଛି ଏକ ଚକିତ କଲାଭଳି ଘଟଣା । ଦେଶରେ ଏହା ପ୍ରଥମ ଥର ବୋଲି ଡାକ୍ତର କହିଛନ୍ତି । ଏକ ଡାକ୍ତରଖାନାରେ ଏକ ଡାକ୍ତରୀ ଦଳଙ୍କୁ ନେଇ ଏକ ଦଳ ସଫଳତା ପୂର୍ବକ ଗର୍ଭାଶୟର ପ୍ରତ୍ୟାରୋପଣ କରିଛନ୍ତି । ଜଣେ ମହିଳା ଗର୍ଭଧାରଣ କରିବାରେ ଥିଲେ ଅସମର୍ଥ । ଆଉ ଏଥରେ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଥିଲେ ନିଜ ଝିଅ ।

ସୂଚନା ଅନୁସାରେ , ୧୨ ଜଣିଆ ଏକ ଡାକ୍ତର ଦଳ ଏହି ଗର୍ଭାଶୟ ପ୍ରତ୍ୟାରୋପଣ ପ୍ରକ୍ରିିୟାରେ ଲାଗିଥିଲେ । ୨୧ ବର୍ଷୀୟା ଝିଅର ଶରୀରରେ ପ୍ରତ୍ୟାରୋପଣ କରଥିଲେ ନିଜ ମା’ର ଗର୍ଭାଶୟ । ଡାକ୍ତରଙ୍କ ସୂଚନା ଅନୁସାରେ ଲେପ୍ରୋସ୍କ୍ରୋପିକ୍ ପଦ୍ଧତିରେ ହୋଇଥିବା ଏହି ସର୍ଜରୀ ୯ ଘଣ୍ଟା ସମୟ ଲାଗିଥିଲା ।

( ସୈାଜନ୍ୟ – ହିନ୍ଦୁସ୍ତାନ ଟାଇମ୍ସ)

ଏହାସହ ମଧ୍ୟ ପଢନ୍ତୁ – ଯାତ୍ରୀଙ୍କୁ ମିଳିବ ସୁବିଧା : ଓଡିଶାରେ ଦୂରଗାମୀ ବସରେ ହେବ ଟଏଲେଟ୍ ବ୍ୟବସ୍ଥା !