ଏଟିଏମ୍ ଲୁଟେରାରୁ ବସ୍ ମାଲିକ : ଲୁଟେରା ମାଧବ ଆଚାର୍ଯ୍ୟକୁ ଗିରଫ କଲା ପୁଲିସ୍

29

10କନକ ବ୍ୟୁରୋ : ଲୁଟି ଲୁଟି ବସ ମାଲିକ । ନୟାପଲ୍ଲୀ ଥାନା ପୁଲିସ ଏଭଳି ଏକ ମୋଷ୍ଟ ୱାଂଟେଡ ଏଟିଏମ ଲୁଟେରା ମାଧବ ଆଚାର୍ଯ୍ୟକୁ ଆଜି ଗିରଫ କରିଛି । ନୟାପଲ୍ଲୀ ଥାନା ଅଧିନସ୍ଥ ସାଲିଆ ସାହିରୁ ତାକୁ ଗିରଫ କରିଛି ପୁଲିସ ।

11ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ଲୋକଙ୍କୁ କଳା କନା ବୁଲାଇ ଫେରାର ହୋଇଯାଇଥାଏ ଏହି ଲୁଟେରା । ଲୁଟିଥିବା ଟଙ୍କାରେ ଗାଡିମଟର କିଣେ । ଏପରିକି ବସ ଆଉ ସୈାଖୀନ କାର କିଣି ସେ ଅଏସ କରେ । ପୂର୍ବରୁ ଏହି ଠକକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଅଭିଯୁକ୍ତ ନାଁରେ ପୁଣି ଥରେ ଠକେଇ ଅଭିଯୋଗ ଆସିବା ପରେ ପୁଲିସ ଏହାକୁ ଖୋଜୁଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –