ଗରୀବଙ୍କୁ ଦଲାଲଙ୍କ ଟାର୍ଗେଟ : କାମ ଦେବା ନାଁରେ ପ୍ରଲୋଭନ ଦେଖାଇ ଯୈାନ ଶୋଷଣ

42

4କନକ ବ୍ୟୁରୋ : ଗରୀବଙ୍କୁ ଟାର୍ଗେଟ କରୁଛନ୍ତି ଦଲାଲ । କାମ ଦେବା ନାଁରେ ପ୍ରଲୋଭନ ଦେଖାଇ କରୁଛନ୍ତି ଯୈାନ ଶୋଷଣ । ଏଭଳି ଏକ ଖବର ଏବେ ପଦାକୁ ଆସିଛି । କୋରାପୁଟ ବୈପାରୀଗୁଡା ଅଂଚଳର ଜଣେ ଭିନ୍ନକ୍ଷମ ନାବାଳିକା ଏବେ ୭ ମାସର ଗର୍ଭବତୀ । ବୁଢୀ ମା ଏବେ ଝିଅ ଚିନ୍ତାରେ ।

ଅଧିକ ଜାଣିବାକୁ ଦେଖନ୍ତୁ ଏହି ଭିଡିଓ –