୯୯ ଟଙ୍କା ନୁହେଁ ମାତ୍ର ୪୯ଟଙ୍କାରେ ମିଳିପାରିବ ଜିଓର ପ୍ରାଇମ୍ ମେମ୍ବରଶିପ୍ : ଜାଣନ୍ତୁ କେମିତି

32

ଆପଣଙ୍କୁ ଖୁସି ଖବର । ଯଦି ଆପଣ ଏବେ ସୁଦ୍ଧା ଜିଓର ପ୍ରାଇମ ମେମ୍ବରଶିପ୍ ନେଇ ନାହାଁନ୍ତି ଓ ଆଗକୁ ନେବାକୁ ଚାହିଁଛନ୍ତି ତ ଏବେ ୯୯ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଅଧା ଦାମରେ ପାଇପାରିବେ ଜିଓର ପ୍ରାଇମ ମେମ୍ବରଶିପ୍ । ମାତ୍ର ୪୯ଟଙ୍କାରେ ଏବେ ପାଇପାରିବେ ଏହି ଜିଓର ମେମ୍ବରଶିପ୍

ଏଥିପାଇଁ କଣ କରିବେ ?
ଜିଓର ପ୍ରାଇମ ମେମ୍ବରଶିପ ପ୍ଲାନ ୪୯ଟଙ୍କାରେ ପାଇବା ପାଇଁ ଆପଣଙ୍କୁ ମୋବିକୱିକ୍ ୱେବସାଇଟ କୁ ଯିବାକୁ ହେବ । ଏହି ୱେବସାଇଟ ସହ ଆପଣ ଆଣ୍ଡ୍ରଏଡ୍ଆଇଓଏସ୍ ଆପ୍ କୁ ଯାଇ ଏହି ୯୯ଟଙ୍କିଆ ମେମ୍ବରଶିପକୁ ୪୯ଟଙ୍କାରେ ନେଇପାରିବେ । ୱେବସାଇଟରେ ଯାଇ ଆପଣଙ୍କୁ ଅର୍ଫରସ ଯିବାକୁ ହେବ । ଅର୍ଫରସର ଅପସନ୍ ଟପ୍ ଲାଇନରେ ମିଳିଯିବ ।