ଇଣ୍ଡିଗୋ ଏୟାର ଲାଇନ୍ସର ସମର ସ୍ପେଶାଲର ସେଲ୍ ! ୮୯୯ ଟଙ୍କାରେ ନିଅନ୍ତୁ ବିମାନରେ ଉଡିବାର ମଜା

35

ଇଣ୍ଡିଗୋ ଏୟାର ଲାଇନ୍ସ ଆଣିଛି ଏବେ ସମର ସ୍ପେଶାଲ ଅଫର । ଶସ୍ତାରେ ବିମାନରେ ବସିବାର ସୁବିଧା ଦେଉଛି ଯାତ୍ରୀଙ୍କୁ । ଇଣ୍ଡିଗୋ ସ୍ପେଶାଲ ସେଲ୍ ଜରିଆରେ ସବୁ ଘରୋଇ ବିମାନ ଟିକେଟର ଦାମ୍ ୮୯୯ ଟଙ୍କା ।ରଖିଛି । ଆଉ ଏହି ଅଫର ସୋମବାର ୮ମେ’ ରୁ ବୁଧବାର ୧୦ ମେ’ ଯାଏ ରହିଛି ।

ସୂଚନା ଅନୁସାରେ , ଇଣ୍ଡିଗୋର ଏହି ଅଫର ଅନୁସାରେ , ମୁମ୍ବାଇ-ଗୋଆ, ଅହମ୍ମଦାବାଦ୍ –ମୁମ୍ବାଇ,ଚେନ୍ନାଇ-ପୋର୍ଟବ୍ଲେୟାର,ଗୁଆହାଟୀ-ହାଇଦ୍ରାବାଦ୍, ମୁମ୍ବାଇ-ଗୋଆହାଟୀ, ଜମ୍ମୁ-ଅମୃତସର, କୋଲକାତା-ଉଦୟପୁର, କୋଲକାତା-ଅଗରତାଲା ସହ ଆହୁରି ଅନେକ ସ୍ଥାନକୁ କେବଳ ୮୯୯ ଟଙ୍କାରେ ଟିକେଟ ବୁକ୍ ହେଉଅଛି ।