ଏମିତି କ୍ରିିକେଟ ଟୁର୍ଣ୍ଣାମେଣ୍ଟ ! ଖେଳରେ ବିଜେତାଙ୍କୁ ମିଳେ ଛେଳି,କୁକୁଡା ଓ ଅଣ୍ଡା

36

ଆପଣ ଅନେକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିଥିବେ । ଖେଳରେ ବିଜେତାଙ୍କୁ ଅନେକ ପୁରସ୍କାର ଓ ଟ୍ରଫି ଦିଆଯାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ସ୍ୱରୂପ ଦିଆଯାଉଛି ଅଣ୍ଡା ,କୁକୁଡା ଓ ଛେଳି ।

ଏହା ବିଶ୍ୱାସ ନହେଲେ ବି ସତ । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏମିତି ଏକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୁଏ । ଯେଉଁଠି ବିଜେତା ଦଳକୁ ଦିଆଯାଏ ଛେଳି ଓ ଉପ-ବିଜେତା ଦଳକୁ ଦିଆଯାଏ ୫ଟି ଛେଳି ଓ ଚଉକା-ଛକା ମାରିଥିବା ଖେଳାଳୀଙ୍କୁ ମିଳେ ଅଣ୍ଡା ।