ୱେବସାଇଟରୁ କେମିତି ଜାଣିବେ ମାଟ୍ରିକ୍ ପରୀକ୍ଷା ଫଳ ? ଜାଣନ୍ତୁ

71

କନକ ବ୍ୟୁରୋ : ୱେବସାଇଟରୁ କେମିତି ଜାଣିବେ ପରୀକ୍ଷା ଫଳ । ପ୍ରଥମେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ୱେବସାଇଟ୍ ମଧ୍ୟରୁ ବିଏସଇ ଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ କିମ୍ବା ଓରିଶା ରେଜଲ୍ଟସ୍ ଡଟ୍ ଏନଆଇସି ଡଟ୍ ଇନ୍ କୁ ଯାଆନ୍ତୁ ।

ଏହା ପରେ ଓଡିଶା ମାଟ୍ରିକ୍ କିମ୍ବା ଆନୁଆଲ୍ ମାଧ୍ୟମା ରେଜଲ୍ଟ ୨୦୧୭ ଲିଙ୍କରେ କ୍ଲିକ୍ କରନ୍ତୁ । ପରେ ରୋଲ୍ ନମ୍ବର ଓ ଜନ୍ମତାରିଖ ସ୍ଥାନ ପୂରଣ କରନ୍ତୁ । ପରେ ଏହାକୁ ସମିଟ୍ କରନ୍ତୁ । ଆପଣଙ୍କୁ ପ୍ରତି ବିଷୟର ସଂପୂର୍ଣ୍ଣ ମାର୍କ ତାଲିକା ମିଳିଯିବ । ଏହା ସହ ମୋବାଇଲ ଫୋନ୍ ଏସଏମଏସରେ ଓଆର ଟେନ୍ ରୋଲ୍ ନମ୍ବର ଲେଖି ୫୬୭୬୭୫୦ କୁ ପଠାଇ ପରୀକ୍ଷାଫଳ ଜାଣିପାରିବେ ।