ମନୋଜ ନାୟକ : କେମିତି ବନିଲେ କୋଟିପତି ଶିକ୍ଷା ବ୍ୟବସାୟୀ ,ଦେଖନ୍ତୁ ଏହି ରିପୋର୍ଟ

45

କନକ ବ୍ୟୁରୋ : କେନ୍ଦ୍ରାପଡାର ଜଣେ ଶିକ୍ଷକଙ୍କ ପୁଅ କେମିତି ବନିଲେ କୋଟିପତି ଶିକ୍ଷା ବ୍ୟବସାୟୀ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱିବିଦ୍ୟାଳୟ ପ୍ରତିଷ୍ଠା ପୂର୍ବରୁ କଣ କରୁଥିଲେ ମନୋଜ ନାୟକ । ବର୍ଷ କେଇଟା ଭିତରେ କେମିତି ଖୋଲିଲେ ବଡ ବଡ ୧୦ ଟି କଲେଜ୍ । ନାୟକଙ୍କ ନାଁରେ ଖଳନାୟକ ଟ୍ୟାଗ୍ ଲାଗିବା ପରେ ଆରମ୍ଭ ହୋଇଛି ତାଙ୍କ ଇତିହାସର ଖୋଳତାଡ । କେବଳ ସେତିକି ନୁହେଁ ଶିକ୍ଷା ସମ୍ରାଟଙ୍କ ସାମ୍ରାଜ୍ୟ ଭୁଷୁଡି ପଡିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।

ଦେଖନ୍ତୁ ଏହି ଭିଡିଓ –