ଅଜବ ବିବାହରେ ଗଜବ ନୀତି : ଯେଉଁଠି ବରର ବନ୍ଧୁ ଖୋଲନ୍ତି କନ୍ୟାର ପୋଷାକ

36

33ଦୁନିଆରେ ଅନେକ ଜାତି ଓ ପରଂପରାର ଲୋକେ ବାସ କରନ୍ତି । ସେମାନଙ୍କର ବିବାହର ନୀତି ନୀୟମ ମଧ୍ୟ ଭିନ୍ନ ଧରଣର ହୋଇଥାଏ । ବିବାହ ପରେ ଅନେକ ପ୍ରକାରର ବିଧି ବ୍ୟବସ୍ଥା ଆୟୋଜନ କରାଯାଇଥାଏ । କିନ୍ତୁ ଅମର ଉଜାଲାରେ ପ୍ରକାଶିତ ଏମିତି ଏକ ବିବାହ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚୀନରେ ଏମିିତ କିଛି ବିଧି ବ୍ୟବସ୍ଥା ରହିଛି । ଯାହା ଆମକୁ ନାପସନ୍ଦ ଲାଗିପାରେ । ହେଲେ ସେଠାରେ ଏହା ହିଁ ପ୍ରଚଳିତ । ବିବାହ ପରେ ବରର ସାଙ୍ଗମାନେ କନ୍ୟାର ପୋଷାକ ଖୋଲିବା ବିଧି ରହିଛି ।

44ଚୀନରେ ବିବାହ ପରେ ବିଧି ଅନୁସାରେ କଣ ହୁଏ ?
ଚୀନରେ ବିଧି ଅନୁସାରେ ବରର ବନ୍ଧୁମାନେ କନ୍ୟାକୁ ଘେରିଯା’ନ୍ତି । ଖୁସି ମଜାରେ କନ୍ୟାର ପିନ୍ଧା ବସ୍ତ୍ରକୁ ଖୋଲିଥା’ନ୍ତି । କନ୍ୟା ନିଜକୁ ବଂଚାଇବା ପାଇଁ ନିଜ କୌଶଳ ପ୍ରୟୋଗ କରେ । ବର ବି ସେଠାରେ ଉପସ୍ଥିତ ଥାଏ । ଏସବୁ ନକରିବା ପାଇଁ କହେ । ଚୀନର ଏପରି ବିବାହର ଅଜବ ବିଧିର ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି । ଯାହା ଖୁବ୍ ଭାଇରାଲ ସାଜିଛି ।

ଦେଖନ୍ତୁ ଏହି ଭିଡିଓ –

ଏହା ସହ ଦେଖନ୍ତୁ – ବାପ ପୁଅଙ୍କ କାମୁକ କାରନାମା : ଯାଆଁଳା ଭଉଣୀଙ୍କୁ କରୁଥିଲେ ଦୁଷ୍କର୍ମ