ଜଣେ କଳାକାରଙ୍କ କରୁଣ କାହାଣୀ : ଦେଖନ୍ତୁ କେମିତି ବଂଶୀର ମଧୁର ସ୍ୱରରେ ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ

26

ଜଣେ କଳାକାରଙ୍କ କରୁଣ କାହାଣୀ । ବଂଶୀର ମଧୁର ସ୍ୱରରେ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି ଢ଼େଙ୍କାନାଳର ବୁଦ୍ଧଦେବ । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ବେଶ ପରିଚିତ ସେ । କିନ୍ତୁ ଏଯାବତ ସରକାରଙ୍କ ଦୃଷ୍ଟି ପଡ଼ିନି ବୁଦ୍ଧଦେବଙ୍କ ଉପରେ । ବଂଶୀ ବଜେଇ ଯାହା ରୋଜଗାର କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ପରି ।ଏଭଳି ପରିସ୍ଥିତି ରେ ବି ତାଙ୍କ ମନରେ ସରକାରଙ୍କ ପ୍ରତି ନାହିଁ କୌଣସି କ୍ଷୋଭ କିମ୍ବା ପ୍ରତିବାଦ । ଦେଖନ୍ତୁ-ଏହି ରିପୋର୍ଟ –