ଯୋଗ ମୁଦ୍ରାରେ କୁକୁର ! ଦେଖନ୍ତୁ ମାଲିକ ସହ କୁକୁର କରୁଛି ଯୋଗ

48

ଏବେ ଚାରିଆଡେ ଯୋଗକୁ ନେଇ ଲୋକଙ୍କ ମନରେ ଉତ୍ସାହ । ବାବା ରାମଦେବ ଯୋଗକୁ ଘରେ ଘରେ ପରିଚିତ କରିଦେଇଛନ୍ତି । ନିଜକୁ ସୁସ୍ଥ ଓ ସ୍ୱାସ୍ଥ୍ୟବାନ କରିବା ପାଇଁ ସମସ୍ତେ ଯୋଗ କରିବାର ଦେଖିବାକୁ ମିଳୁଛି । ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ । କୁକୁର ବି ନିଜକୁ ଫିଟ୍ ରଖିବାକୁ ଯୋଗ କରୁଛି । ଏମିତି ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା ।

ମଣିଷ ପରି ପଶୁଟିଏ ବି ବୁଝିଛି ଯୋଗର ମହତ୍ତ୍ୱ । ଆଉ ନିଜ ମାଲିକ ସହ କରୁଛି ଯୋଗ । ପାଳିତ କୁକୁରଟି ନିଜ ମାଲିକର ଇଂଷ୍ଟ୍ରକସନକୁ ଫଲୋ କରି ଯୋଗ କରିବାର ଏହି ଭିଡିଓରେ ଦେଖିବାକୁ ପାଇବେ । ଆଉ ଏହାକୁ ଦେଖି ଆପଣ ମଧ୍ୟ ଅନୁପ୍ରାଣିତ ହୋଇଯିବେ । ଯେଉଁମାନେ ଯୋଗ କରିବାକୁ ସମୟ ଦେଉନାହାଁନ୍ତି । ସେମାନେ ହୁଏତ ଏହାକୁ ଦେଖିବା ପରେ ଟିକେ ଯୋଗକୁ ଆପଣେଇବେ । ଦେଖନ୍ତୁ ଏହି ଭିଡିଓରେ ମାଲିକ ସହ କୁକୁରଟି ଯୋଗ କରିବାର ଦୃଶ୍ୟ-


ଏହାସହ ମଧ୍ୟ ଦେଖନ୍ତୁ-