ଏଠାରେ ଯୁବତୀମାନେ ଭଡାରେ ନିଅନ୍ତି ବୟଫ୍ରେଣ୍ଡ ! ଟଙ୍କା ଦେଇ ବୁକିଂ କରନ୍ତି ମନ ପସନ୍ଦର ଯୁବକ

54

omg_1486620861ଏମିତି ଏକ ଖବର ପ୍ରକାଶ ପାଇଛି ,ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଦେଖାଯାଏ ପୁଅମାନେ ଝିଅମାନଙ୍କୁ ଆପଣେଇବାକୁ ଚେଷ୍ଟା କରିଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଚୀନରେ ଯୁବତୀମାନେ ବୟଫ୍ରେଣ୍ଡ ଭଡାରେ ନିଅନ୍ତି । ଡେଲି ମେଲରେ ପ୍ରକାଶ ପାଇଛି ଏମିତି ଏକ ଖବର ।

2fec6a95416742d5a08ae3e82b767eb0_18ଲୋକମାନେ ଭଡାରେ ଘର , ଗାଡି ବା କପଡା ଆଦି ନିର୍ଦ୍ଦିଷ୍ଟ ସମୟ ପାଇଁ ନେଇଥାନ୍ତି । ଭଡାରେ ଯେ ବୟଫ୍ରେଣ୍ଡ କିଣାଯାଏ , ଏହାକେବେ ଶୁଣିନଥିବେ । ଚୀନରେ କିନ୍ତୁ ଏମିତି ହେଉଛି । ଚୀନର ଯୁବତୀମାନେ ସାଥୀ ହୋଇ ବୁଲାବୁଲି କରିବା ପାଇଁ କିଛି ସମୟ ପାଇଁ ଯୁବକଙ୍କୁ କିଣିଥାନ୍ତି । ସେମାନଙ୍କୁ ବୟଫ୍ରେଣ୍ଡ ଭଳି ବ୍ୟବହାର କରିଥାନ୍ତି । ଏହି ଯୁବକମାନେ ଘଣ୍ଟାରୁ ନେଇ ଦିନ ହିସାବରେ ବୁକିଂ ହୋଇଥାନ୍ତି । ଏଥିପାଇଁ ଅନେକ ସ୍ଥାନରେ ପ୍ରତିଯୋଗିତା ମଧ୍ୟ ହୋଇଥାଏ ।

ଏହାର ପ୍ରକୃତ କାରଣ ଆପଣ ଜାଣିଲେ ଚକିତ ହୋଇଯିବେ । ଚୀନରେ ଯୁବତୀମାନେ ଠିକ ସମୟରେ ବିବାହ ହୋଇନପାରିଲେ ଚିନ୍ତା ବଢିଯାଏ । ସେମାନେ ନିଜକୁ ସହଜ ମଣିନଥାନ୍ତି । ୨୭ ବର୍ଷ ପାରି ହୋଇଗଲେ ଏହି ଯୁବତୀଙ୍କୁ ‘ଲେଫ୍ଟଓଭର ୱିମେନ୍ ’ କୁହାଯାଏ । ଏହି ସମସ୍ୟାରୁ ବଂଚିବା ପାଇଁ ଚୀନର ଝିଅମାନେ ଏମିତି ନକଲି ବୟଫ୍ରେଣ୍ଡ କରିଥାନ୍ତି । ଲୋକମାନଙ୍କ ଉପହାସରୁ ମୁକ୍ତି ମିଳିପାଇବାର ଏହା ସେଠାର ଝିଅଙ୍କ ଏକ ମାଧ୍ୟମ ।

ଏହାସହ ମଧ୍ୟ ପଢନ୍ତୁ- ଏମିତି ବି ହୋଇପାରେ ! ୧୦ ଦିନରେ ଦୁଇ ଥର ଗର୍ଭବତୀ ହୋଇଥିଲେ ମହିଳା