ଦୀପାବଳିରେ ଦିଲ୍ଲୀରେ ଫୁଟିବନି ଚୀନ ଫୋଟକା : ଦିଲ୍ଲୀ ସରକାର କଲେ ବ୍ୟାନ୍

71

chinesecrackers-1474684006ଦିଲ୍ଲୀରେ ଦୀପାବଳିରେ ଆଉ ଫୁଟିବନି ଚୀନ ଫୋଟକା । ଶୁକ୍ରବାର ଦିନ ଦିଲ୍ଲୀର ପରିବେଶ ମନ୍ତ୍ରୀ କପିଲ ମିଶ୍ରା ଫୋଟକା ଉପରେ ବ୍ୟାନ ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀର ପରିବେଶ ସଚିବଙ୍କୁ ଚିଠି ଲେଖିଛନ୍ତି ।

delhi-govtkapilମିଶ୍ରା କହିଛନ୍ତି ଚୀନର ଫୋଟକା ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ବଡ ବିପଦ । ଏହା ପରିବେଶ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ । ଏଣୁ ଦିଲ୍ଲୀରେ ଯେଉଁଭଳି ପରିବେଶ ପ୍ରଦ୍ୟୁଷିତ ହୋଇଚାଲିଛି । ଏଥିପାଇଁ ପଦକ୍ଷେପ ନେବା ନିହାତି ଜରୁରୀ ଏବଂ ଦିଲ୍ଲୀରେ ବେଆଇନ ଭାବେ ଫୋଟକା ବିକ୍ରୀକୁ ଓ ବ୍ୟବହାରକୁ ରୋକିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ।