ତମାଖୁ ଛଡାଇନେଇଛି ଜୀବନର ସୁଖ : ମୁଖ କ୍ୟାନସର କବଳରୁ ବଂଚିବାକୁ ଲଢୁଛନ୍ତି ପୂର୍ଣ୍ଣଚନ୍ଦ୍ର

92

କନକ ବ୍ୟୁରୋ : ଏମିତି ଏକ ଖବର ଯାହା ଆପଣଙ୍କୁ ବିଚଳିତ କରିପାରେ । ବିଶେଷ କରି ତମାଖୁ ସେବନ କରୁଥିବା ଲୋକଙ୍କୁ ସେମାନଙ୍କ ବଦଭ୍ୟାସ ସଂପର୍କରେ ପୁନର୍ବିଚାର କରିବାକୁ ବାଧ୍ୟ କରିପାରେ । କାରଣ ଦୀର୍ଘ ଦିନ ଧରି ଗୁଟଖା ଖାଉଥିବା ଜଣେ ବ୍ୟକ୍ତି ଏବେ କ୍ୟାନସର କବଳରେ । ଆଉ ଥରେ ରୋଗ ଗ୍ରାସ କଲେ କିଭଳି ସବୁ ସୁଖ ସରିଯାଏ ତାହା ଆପଣ ଅନୁଭବ କରିପାରିବେ ଏ ଖବରରେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –