ସବୁଠୁ ବଡ ମୁଣ୍ଡ ଥିବା ଶିଶୁୁ ପାଇଲା ନୂଆ ଜୀବନ : ଡାକ୍ତରଙ୍କ ଚମତ୍କାର

58

head-1ଆଜିକାଲି ଅନେକ ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟୁଛି । ଆପଣ ଦୈନିକ ଜୀବନରେ ଅନେକ ଅଜବ ଅଜବ ଖବର ସବୁ ଶୁଣିଥିବେ । ହେଲେ ଏମିତି ଏକ ଖବର ଏବେ ଚର୍ଚ୍ଚାରେ । ଦୁନିଆଁର ସବୁଠି ବଡ ମୁଣ୍ଡ ଥିବା ଶିଶୁ ଜନ୍ମ ହୋଇଛି ।

କୁହାଯାଏ ଡାକ୍ତର ଦ୍ୱିତୀୟ ଭଗବାନ । ଏମାନେ ମଣିଷକୁ ନୂଆଜୀବନ ଦେଇଥାନ୍ତି । ଆଉ ଏବେ ଡାକ୍ତର ଏଭଳି କରିସ୍ମା କରି ଦେଖେଇଛନ୍ତି । ସବୁଠୁ ବଡ ମୁଣ୍ଡ ଥିବା ଶିଶୁକୁ ଅପରେସନ ଦ୍ୱାରା ଠିକ କରିଦେଇଛନ୍ତି । ୭ମାସର ଏହି ଶିଶୁର ଜନ୍ମ ୯୬ସେମି ଆକାରର ମୁଣ୍ଡ ସହ ହୋଇଥିଲା ।

headସୂଚନା ଅନୁସାରେ ଏହି ଅଦ୍ଭୁତ ନବଜାତକର ପିତାମାତା କମଲେସ୍ ଦାସ ଓ କବିତା । ରଣପୁର ନୟାଗଡ ଜିଲାରେ ରୁହନ୍ତି । ଏମାନେ ନିଜର ଏହି ଶିଶୁକୁ ନେଇ ଭାରତର ସବୁ ଡାକ୍ତରଖାନା ବୁଲିଥିଲେ । ଶେଷରେ ଏମ୍ସର ଡାକ୍ତର ଏଭଳି କରିସ୍ମା କରିଦେଖେଇଛନ୍ତି । ଏହି ଶିଶୁର ମୁଣ୍ଡରେ ସଫଳ ଅସ୍ତ୍ରୋପଚାର କରିଛନ୍ତି । ଏହି ଶିଶୁର ଜନ୍ମରୁ ଏମିତି ରୋଗର ଶିକାର ଥିଲା ଯେ ସାଧାରଣ ଜନ୍ମିତ ଶିଶୁର ମୁଣ୍ଡ ଠାରୁ ବହୁତ ବଡ ଥିଲା । ହେଲେ ଏମ୍ସର ଡାକ୍ତର ତାକୁ ଦେଇଛନ୍ତୁ ନୂଆ ଜୀବନ ।  ( ସୈାଜନ୍ୟ : ହୁକ୍ ନ୍ୟୁଜ୍ )

ଏହାସହ ଦେଖନ୍ତୁ ଏହି ଭିଡିଓ –ଜେଲରେ ଚାଲିଛି ସଂସାର : ଏମିତି ଏକ ଜେଲ ଯେଉଁଠି ସ୍ତ୍ରୀ-ପିଲା ସହ ରୁହନ୍ତି କଏଦୀ