ଅଜବ ଯୁବକଙ୍କ ଗଜବ ଅଭ୍ୟାସ : ବର୍ଷରେ ମାତ୍ର ୭ ଥର ଭୋଜନ କରନ୍ତି

36

8ପ୍ରତିଦିନ ଭୋଜନ କରିବା ଆମ ଶରୀର ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । ସାଧାରଣ ଲୋକ ଦିନକୁ ୩ ଥର ଭୋଜନ କରନ୍ତି । କିନ୍ତୁ ଆଜି ଆମେ ଏମିତି ଜଣେ ଯୁବକଙ୍କ ବିଷୟରେ ଜାଣିବା ଯିଏ ବର୍ଷରେ ମାତ୍ର ୭ ଥର ଭୋଜନ କରନ୍ତି ।

ଶ୍ରୀଲଙ୍କାର ଏଇ ଯୁବକଙ୍କ ନାମ ହେଲା କିରବୀ ଡେ ଲନରୋଲେ । କିରବୀ ଅନ୍ୟ ଲୋକଙ୍କ ପରି କାର୍ଯ୍ୟ କରନ୍ତି କିନ୍ତୁ ତାଙ୍କ ଖାଦ୍ୟ ଖାଇବା ଶୈଳୀ ଅନ୍ୟ ଲୋକଙ୍କ ଠାରୁ ଖୁବ ଅଲଗା । ସେ ବିଗତ ୫ ବର୍ଷ ହେଲା ବର୍ଷକୁ କେବଳ ୭ ଦିନ ହିଁ ଭୋଜନ କରୁଥିବା ଜଣାପଡିଛି । ଏଇ ଯୁବକ ସୂର୍ଯ୍ୟକିରଣ ଓ ପାଣି ଉପରେ ଅଧିକ ନିର୍ଭରଶୀଳ ଏଥିପାଇଁ କିରବୀଙ୍କୁ ଖାଦ୍ୟର ଆବଶ୍ୟକତା କମ ପଡେ । କିରବୀଙ୍କ ଅନୁସାରେ ବିଗତ ୧୦ ମାସ ହେଲା ସେ କେବଳ ୬ କିମ୍ବା ୭ ଥର ଭୋଜନ କରିଛନ୍ତି ।

ଅଧିକ ଖାଦ୍ୟ ଖାଇଲେ ସେ ରୋଗରେ ପଡନ୍ତି ଓ ସୂର୍ଯ୍ୟଙ୍କ ଶକ୍ତି ତାଙ୍କ ପାଇଁ ଯଥେଷ୍ଟ ବୋଲି ସେ ପ୍ରକାଶ କରିଛନ୍ତି କିରବୀ । ତାଙ୍କର ଏପରି କ୍ଷମତାକୁ ଭଗବାନଙ୍କ ବରଦାନ ମାନନ୍ତି କିରବୀ । ଡାକ୍ତରଙ୍କ ଦ୍ୱାରା କିରବୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଗଲା ପରେ ଜଣା ପଡିଛି ସେ ସାଧାରଣ ଲୋକଙ୍କ ପରି ସୁସ୍ଥ ଅଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –