ପାର୍କରେ ଜୀବନ ମୃତ୍ୟୁର ସଂଘର୍ଷ : ୮ ଘଂଟା ଧରି ୧୨୭ଫୁଟ ଉଚ୍ଚରୁ ଲଟକି ରହିଲେ ଲୋକେ

62

33କାଲିଫର୍ଣ୍ଣିଆରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଥିମ୍ ପାର୍କରେ ୧୭୪ଫୁଟ୍ ଉଚ୍ଚରୁ ଏକ ସ୍କାଇ ଟାୱରରେ ଝୁଲି ରହିଥିଲେ କିଛି ଲୋକେ । ଏଥିରେ ଥିଲେ ୨୦ ଲୋକଙ୍କ ସହ ୭ଜଣ ଛୋଟ ପିଲା । ଦି ସନ୍ ନାମକ ଇଂରାଜୀ ଖବରରେ ପ୍ରକାଶ ପାଇଛି ଏଭଳି ଏକ ଖବର ।

ସ୍କାଇ କେବିନରେ ଅଚାନକ କିଛି ଯାନ୍ତ୍ରିକ ତ୍ରୁଟି ଜନିତ ଅସୁବିଧା ଯୋଗୁଁ ଯାତ୍ରୀମାନେ ଲଟକି ରହିଥିଲେ ସେଠାରେ । ପାର୍କର ଷ୍ଟାପମାନେ ଏହି ଲୋକଙ୍କୁ ତଳକୁ ଆଣିବା ପାଇଁ କରିଥିଲେ ଅକ୍ଲାନ୍ତ ପ୍ରୟାସ । କିନ୍ତୁ ଲୋକଙ୍କୁ ତଳକୁ ଆଣିବାରେ ଅସଫଳ ହୋଇଥିଲେ । ଫାୟାର ଫାଇଟର୍ସ ଆସି ରସି ସାହାଯ୍ୟରେ ଜଣେ ପରେ ଜଣେ ଲୋକଙ୍କୁ ତଳକୁ ଆଣିଥିଲେ ।

ସୂଚନା ଅନୁସାରେ କୈାଣସି ଲୋକଙ୍କ କିଛି ଅସୁବିଧା ହୋଇନାହିଁ । ସମସ୍ତେ ନିରାପଦରେ ଲଟକି ରହିଥିବା ସେହି ସ୍କାଇ ଟାୱରରୁ ଉଦ୍ଧାର ହୋଇଛନ୍ତି ।
ହା ସହ ଦେଖନ୍ତୁ ଏହି ଭିଡିଓ କ୍ଲିପ୍ –