ଲୁଟେରାଙ୍କ କଳାକାରନାମା ହେଲା କ୍ୟାମେରାରେ କଏଦ ! ଦେଖନ୍ତୁ ଲୁଟର ସଂପୂର୍ଣ୍ଣ ଦୃଶ୍ୟ

42

ଗତ ରବିବାର ରାତିରେ ଲକ୍ଷ୍ନୌରେ ହୋଇଥିବା ଏକ ବଡଧରଣର ଲୁଟପାଟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ । ତେବେ ଦୁର୍ବୃତମାନେ କେତେବେଳେ ଆଉ କିଭଳି ଭାବରେ ଏଭଳି ଘଟଣାଟି ଘଟାଇବାରେ ସଫଳ ହୋଇଥିଲେ ତାହାର ସଂପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ ହୋଇଥିଲା କଏଦ ।

ସୂଚନା ମୁତାବକ, ଲକ୍ଷ୍ନୌରେ ଏକ ସୁନା ଦୋକନରେ ମାତ୍ର ୨ ମିନିଟ ମଧ୍ୟରେ ଲୁଟେରାମାନେ ଆଖିପିଛୁଳାକେ ପାଖାପାଖି ୪୦ କେଜି ସୁନା ସମେତ ନଗଦ ସାଢେ ୧୩ କୋଟି ଟଙ୍କା ଲୁଟିବାରେ ସଫଳ ହୋଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଖେଳି ଯାଇଥିଲା ଭୟର ବାତାବରଣ ।

ଦେଖନ୍ତୁ ଏହି ଭିଡିଓ-