ବିଶ୍ୱାସ କରନ୍ତୁ, ମହିଳାମାନେ ନିଜେ ଜାଣନ୍ତି ନାହିଁ ନିଜର ଏହି ୬ଟି ରହସ୍ୟ ସଂପର୍କରେ

59

ଲୋକଙ୍କ ମତ ରହିଛି କି ନାରୀଙ୍କୁ ବୁଝିବା କୌଣସି କଷ୍ଟରୁ କମ୍ ନୁହେଁ । କିନ୍ତୁ ଆପଣ ଜାଣିଛନ୍ତି କି ଏହି କାମ କେବଳ ପୁଅଙ୍କ ପାଇଁ ନୁହେଁ ବରଂ ଅନେକ ବାର ଏହା ମହିଳାଙ୍କ ପାଇଁ ମଧ୍ୟ କଷ୍ଟ ହୋଇପଡେ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ନିଜ ସଂପର୍କରେ ଏଭଳି ଅନେକ କଥା ରହିଛି, ଯାହାକୁ ଖୋଦ୍ ମହିଳାମାନେ ମଧ୍ୟ ଜାଣନ୍ତି ନାହିଁ । ତେବେ ସେହି ବିଶେଷ କଥାଗୁଡିକ କଣ ଆସନ୍ତୁ ଜାଣିବା ।

ଭଲ ଗୁଇନ୍ଦା

ମହିଳାମାନେ ନିଜ ବିଷୟରେ ଏକଥା ଜାଣି ନଥାନ୍ତି କି ସେମାନେ ପରିସ୍ଥିତି ପଡିଲେ ଜଣେ ପ୍ରଫେସନାଲ ଜାସୁସଙ୍କ ଭଳି ମଧ୍ୟ ଭଲ କାମ କରିପାରନ୍ତି । ଯେମିତି କି ଯଦି ତାଙ୍କୁ କୌଣସି ପୁଅ ପସନ୍ଦ ଆସିଥାଏ ତେବେ ତା ସଂପର୍କରେ ସମସ୍ତ ସୂଚନା ସେମାନେ ସହଜରେ ଜାଣି ପାରନ୍ତି ।

ଅନ୍ୟଙ୍କ ସହ ତୁଳନା କରିବାକୁ ପସନ୍ଦ କରନ୍ତି ନାହିଁ

ମହିଳାମାନଙ୍କୁ ବିଲକୁଲ ପସନ୍ଦ ନଥାଏ କି କେହି ତାଙ୍କର ତୁଳନା ଅନ୍ୟ କୌଣସି ମହିଳାଙ୍କ ସହିତ ନକରୁ ବୋଲି । ସେ ନିଜ ମୁହଁରେ ଏକଥାକୁ କେବେ ବଖାଣି ନଥାନ୍ତି । ଏହା ସତ୍ୱେ ଯଦି ଆପଣ ଏପରି କରୁଛନ୍ତି ତେବେ ଅଜାଣତରେ ହେଲେ ବି ଆପଣ ତାଙ୍କୁ କଷ୍ଟ ଦେଉଛନ୍ତି ।

କହିବାଠାରୁ ଅଧିକ ଇସାରାରେ କଥା ହେବାକୁ ପସନ୍ଦ କରିଥାନ୍ତି

ମହିଳାମାନେ ଯେତେବେଳେ କେବେ ନିଜ ହୃଦୟର କଥାକୁ କାହାକୁ ଜଣାଇବାର ଥାଏ ତେବେ ସେ କଥା କହିବା ଅପେକ୍ଷା ଇସାରାରେ ତାହା ଜଣାଇବାକୁ ଚେଷ୍ଟା କରିଥାନ୍ତି ।

ଭଲ ପାଇବାକୁ ଭୟ କରନ୍ତି

ମହିଳାମାନେ ଅନେକ ସମୟରେ ନିଜ ହୃଦୟ କାହାକୁ ଦେବା ପୂର୍ବରୁ ପ୍ରଥମେ ନିଷ୍ପତି ନେବାକୁ ବହୁତ ସମୟ ନେଇଥାନ୍ତି । ଯାହା ସଂପର୍କରେ ତାଙ୍କୁ ମଧ୍ୟ ଜଣା ନଥାଏ । ତେବେ ଏଠାରେ ଆମେ କହି ରଖୁଛୁ କି, ଏହା ଏଥିପାଇଁ ସେମାନେ କରିଥାନ୍ତି । କାରଣ ସେମାନଙ୍କ ମନ ଭିତରେ ଅନେକ ପ୍ରକାରର ଭୟ ସୃଷ୍ଟି ହୋଇଥାଏ । ଯାହାକୁ ସେ ନିଜ ଚେହେରାରେ ଆଣିବାକୁ ଦିଅନ୍ତି ନାହିଁ । ତାଙ୍କୁ ଲାଗେ ତାଙ୍କ ସହିତ କୌଣସି ପ୍ରତାରଣା ନହେଉ ବୋଲି ।

ପ୍ରତାରଣାରେ ଗଭୀର ଭାବେ ଭାଙ୍ଗି ପଡନ୍ତି ମହିଳାମାନେ

ମହିଳାମାନେ ନିଜକୁ ଯେତେ ବି ବୋଲ୍ଡ ତଥା ଡେୟାରିଂ କହୁଥିଲେ ମଧ୍ୟ ସେମାନେ ବହୁତ ଅନୁଭବୀ ଅଟନ୍ତି । ସେମାନେ ପ୍ରଥମ ଥର ପାଇଁ ଯଦି କାହାକୁ ଭଲ ପାଇ ବସନ୍ତି ତେବେ ସେ ସେହି ସଂପର୍କକୁ ବହୁ ନିଷ୍ଠାର ସହ ପାଳନ କରିବାକୁ ଚେଷ୍ଟା କରିଥାନ୍ତି । ଏହାସବୁ ସତ୍ୱେ ଯଦି କେହି ତାଙ୍କ ସହ ପ୍ରତାରଣା କରେ, ସେମାନେ ଏହାକୁ ସହି ପାରନ୍ତି ନାହିଁ ଆଉ ବହୁତ ଭାଙ୍ଗି ପଡନ୍ତି । ଖାଲି ସେତିକି ନୁହେଁ ଅଧିକାଂଶ କ୍ଷେତ୍ରରେ ସେମାନେ ଆତ୍ମହତ୍ୟା କରି ଦେଉଥିବାର ମଧ୍ୟ ନଜୀର ରହିଛି ।

ମହିଳାଙ୍କୁ ମନେଇବା ଖୁବ୍ ସହଜ ଅଟେ

ଯଦିଓ ମହିଳାମାନେ ବହୁତ ଜିଦ୍ଦି ଏବଂ ରାଗି ହୋଇଥାନ୍ତି ମାତ୍ର ସେମାନଙ୍କଠାରେ କ୍ଷମା ମଧ୍ୟ ଖୁବ୍ ଶୀଘ୍ର ମିଳିଯାଇଥାଏ ।