ମିଛ ଜହ୍ନମାମୁଁ ! ମିଳିଲା ପ୍ରମାଣ ବାସ୍ତବରେ ଏହା ଏକ ଭ୍ରମ ଅଟେ

146

ସାଧାରଣତଃ ଚନ୍ଦ୍ର ତଥା ଜହ୍ନମାମୁଁ ପୃଥିବୀ ପୃଷ୍ଠର ପାଖାପାଖି ୩ ଲକ୍ଷ ୮୦ ହଜାର କିଲୋମିଟର ଦୂରରେ ଥିବା ପୃଥିବୀର ଏକ ପ୍ରାକୃତିକ ଗ୍ରହ ଅଟେ । ଯାହା ପୃଥିବୀର ପରିକ୍ରମା ପାଖାପାଖି ୨୭ ଦିନ ମଧ୍ୟରେ ପୁରଣ କରିଥାଏ । ଚନ୍ଦ୍ରର ଉତ୍ପତି ୪୫୦ କୋଟି ବର୍ଷ ପୂର୍ବରୁ ହୋଇଥିଲା । ତେବେ ପୃଥିବୀ ଏବଂ ମଙ୍ଗଳଗ୍ରହ ମଧ୍ୟରେ ଧକ୍କା ହେବା ଦ୍ୱାରା ସେଥିରୁ ନିର୍ଗତ ଭଗ୍ନାଂବଶେଷରୁ ହିଁ ଚନ୍ଦ୍ରର ଉତ୍ପତି ହୋଇଥାଏ । ୧୯୫୯ ରୁ ୧୯୭୨ ମଧ୍ୟରେ ପାଖାପାଖି ୧୨ ଜଣ ଲୋକ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଥିଲେ ।

କିନ୍ତୁ ଆପଣ ଜାଣିଲେ ଚକିତ ହେବେ କି, ଆମେରିକା ଚନ୍ଦ୍ର ପୃଷ୍ଠରେ କୌଣସି ମିଶନ କରି ନାହିଁ ଏବଂ ସେ ଦର୍ଶାଇଥିବା ସମସ୍ତ ଚିତ୍ର ମଧ୍ୟ କୌଣସି ଏକ ସିନେମାର ଦୃଶ୍ୟ ଅଟେ । ତେବେ ଏକଥା ଆମେ କହୁନାହୁଁ ବରଂ ଏକ ଅଧ୍ୟୟନରୁ ଜଣାପଡିଛି । ମାତ୍ର ଦାବିକୁ କିଛି ବୈଜ୍ଞାନିକମାନେ ମଧ୍ୟ ସ୍ୱୀକାର କରିଛନ୍ତି ଏବଂ ନିଜ ମତ ବାଢିଛନ୍ତି କି, କେବଳ ଚନ୍ଦ୍ରପୃଷ୍ଠ ନକଲୀ ନୁହେଁ ବରଂ ଚନ୍ଦ୍ର ମଧ୍ୟ ନକଲୀ ଅଟେ । ତେବେ ଏବେ ପ୍ରଶ୍ନ ଉଠୁଛି କି ଯେଉଁ ଜହ୍ନମାମୁଁକୁ ଆମେ ଦେଖିଆସିଛୁ ବାସ୍ତବରେ ସେ କଣ କେବଳ ମାତ୍ର ଏକ ଭ୍ରମ ଅଟେ । ଅର୍ଥାତ୍ ବାସ୍ତବରେ କଣ ତା’ର କୌଣସି ଅସ୍ଥିତ୍ୱ ନାହିଁ ।

ଏହାସହ ମଧ୍ୟ ପଢନ୍ତୁ –ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର ! ମାତ୍ର ୧୦ ଶ୍ରେଣୀ ପାସ୍ କରି ପାଆନ୍ତୁ ସରକାରୀ ଚାକିରି

୨୦୧୩ରେ ଯେତେବେଳେ ଏକ ୟୁଟ୍ୟୁବ୍ ଚ୍ୟାନେଲ ତଥା କ୍ରୋ-୭୭୭ ଏକ ଭିଡିଓ ଜାରି କରି ଏଭଳି ପ୍ରସଙ୍ଗ ଦାବି ରଖିଥିଲା ସେତେବେଳେ ତା’ର କଥାକୁ କେହି ବିଶ୍ୱାସ କରି ନଥିଲେ । ତେବେ ତାର କହିବା କଥାଥିଲା କି, ସେ ପାଖାପାଖି ଏକ ବର୍ଷ ଧରି ଏହା ଉପରେ ତର୍ଯ୍ୟମା କରିଥିଲା ଆଉ ଏହି ନିଷ୍ପତିରେ ଉପନୀତ ହୋଇଥିଲା । ସେ ଜାରି କରିଥିବା ଭିଡିଓଟିର ନାଁ ‘ମୁନର ୱେଭସ୍’ ଥିଲା । । ଏଥିରେ ଦର୍ଶା ଯାଇଥିଲାକି, ଚନ୍ଦ୍ର ଏକ ହୋଲୋଗ୍ରାମ ଅଟେ । ଏହା ଉର୍ଜାର ଗତିଶୀଳ ହେବାଦ୍ୱାରା ସୃଷ୍ଟି ହୋଇଥାଏ । ଯାହା ସମସ୍ତ ବୈଦ୍ୟୁତିକ ସିଷ୍ଟମରେ ଉତ୍ପନ୍ନ ହୋଇଥାଏ । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ କିଛି ବୈଜ୍ଞାନିକମାନେ ମଧ୍ୟ ଖଣ୍ଡନ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ-