ଆପଣ ଜାଣନ୍ତି କି ୨୦ ଟଙ୍କିଆ ନୋଟରେ ଛପା ଯାଇଥିବା ଚିତ୍ରଟି ପଛର ରହସ୍ୟ କଣ ?

53

୨୦ ଟଙ୍କିଆ ନୋଟରେ ସାଧାରଣତଃ ଗୋଟିଏ ପକ୍ଷରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ରହିଥାଏ ଏବଂ ଅନ୍ୟ ପକ୍ଷରେ ନଡିଆଗଛ ଦ୍ୱାରା ଭରପୁର ଥିବା ଏକ ଆଇଲାଣ୍ଡ ବା ଦ୍ୱୀପର ଚିତ୍ର । ତେବେ ଆପଣ ଜାଣିଛନ୍ତି କି ଏହି ଦ୍ୱୀପଟି ବାସ୍ତବରେ କେଉଁଠିକାର । ଆସନ୍ତୁ ଜାଣିବା ।

୨୦ ଟଙ୍କିଆ ନୋଟରେ ଦର୍ଶାଯାଇଥିବା ଏହି ଚିତ୍ର ତଥା ଦ୍ୱୀପଟି ହେଉଛି ଆମ ଭାରତର । ତେବେ ଏହା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଥିବା ପାଖାପାଖି ୩୦୦ଟି ଦ୍ୱୀପମାନଙ୍କ ମଧ୍ୟରୁ ଏକ ଆକର୍ଷଣୀୟ ଦ୍ୱୀପ ଅଟେ ।

ଏହାସହ ମଧ୍ୟ ପଢନ୍ତୁ-ଜାଣନ୍ତୁ ! ବିବାହର ଠିକ୍ ପୂର୍ବ ଦିନ ରାତିରେ କଣ ଭାବନ୍ତି ଝିଅମାନେ